ତ୍ରିନାଥ ଦାସ ବଜ୍ରାଘାତ ରେ ମୁତ୍ୟ
ଭଞ୍ଜନଗର, (ସନ୍ତୋଷ କୁମାର ଜେନା):ଗଞ୍ଜମ ଜିଲ୍ଲା ଭଞ୍ଜନଗର ଥାନା ଅନ୍ତର୍ଗତ ବଡକୋଦଣ୍ଡା ଗ୍ରାମର ସ୍ବାଗର୍ତ ବିଶ୍ବନାଥ ଦାସଙ୍କପୁଅ ତ୍ରିନାଥ ଦାସ ବଜ୍ରାଘାତ ମୁତ୍ୟ ଘଟିଛି ।ତ୍ରିନାଥ ଘର ବାରଣ୍ଡାରେ ବସିଥିବା ବେଳେ ହଠାତ୍ ବର୍ଷ ହେବା ସହ ବଜ୍ରାଘାତ ହେବା ଫଳରେ ତ୍ରିନାଥ ବଜ୍ରାଘାତ ଆଘାତରେ ଗୁରୁତର ହେଇପଡିଥିଲେ ଗୁରୁତର ଅବସ୍ଥାରେ ଭଞ୍ଜନଗର ଡାକ୍ତରଖାନାରେ ଭତ୍ତି କରାଯାଇଥିଲା ସେଠାରେ ଡାକ୍ତର ମୁତ୍ୟ ଘୋଷଣା କରିଥିଲେ ।


