ଦଶହରାରେ ୧୦ଜଣ ମା’ଙ୍କୁ ସହାୟତା

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):ଦଶହରାରେ ୧୦ଜଣ ମା’ଙ୍କୁ ସହାୟତା କରିଥିଲ ଆଦିତ୍ୟ ଫାଉଣ୍ଡେସନ୍ । ଭୁବନେଶ୍ୱର ଉପକଣ୍ଠ ଶିଶୁପାଳଗଡ଼ର ଏହି ଅନୁଷ୍ଠାନ ସାମନ୍ତରାପୁର ଛକଠାରେ ଲୁଗା ବତ୍ସ ଆଦି ବଂଟନ କରିଥିଲା । ଗୋଟିଏ ପଟେ ଦଶହରାରେ ଦେବୀଙ୍କୁ ପୂଜା କରାଯାଉଥିବା ବେଳେ ଅସହାୟରେ ଥିବା ୧୦ଜଣ ମା’ ମାନଙ୍କୁ ଦଶହରାରେ ସହାୟତା କରି ଦଶହରା ପାଳନ କରାଯାଇଛି । ଫାଉଣ୍ଡେସନ୍‌ର ଅଧ୍ୟକ୍ଷ ତଥା ପୂର୍ବତନ ସମିତି ସଭ୍ୟ ପ୍ରଶାନ୍ତ କୁମାର ଚମ୍ପତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଶିଶୁପାଳଗଡ଼ ସରପଂଚ ଇତିଶ୍ରୀ ଚମ୍ପତି ଓ ସଭ୍ୟମାନେ ଉପସ୍ଥିତଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ