ଦୁଇ ବାଇକି ଧକ୍କା , ୨ ଗୁରତର

ମୋହନା , ( ଯୁଗାବ୍ଦ ନ୍ୟୁଜ) : ଗଜପତି ଜିଲ୍ଲା ଅଡ଼ବା ଥାନା ନିକଟସ୍ତ ଗୁଣ୍ଡିମା ବୁଲାଣିରେ ଦୁଇ ବାଇକି ସାମ୍ନା ସାମ୍ନି ହେବା ଫଳରେ ଦୁଇଜଣ ଗୁରୁତର ଆହାତ ହୋଇଛନ୍ତି । ଗୁରତର ମାନେ ହେଲେ କାଟିଙ୍ଗା ଗ୍ରାମର ସ୍ୱାଧିନ ଦଣ୍ଡସେନା (୧୯) ଓ କୁଟିକିମା ଗ୍ରାମର ବାଡେଶ ମାଝି (୨୮) । ସେମନଙ୍କୁ ଅଡ଼ବା ମେଡିକାଲ ରେ ପ୍ରାଥମିକ ଚିକିସ୍ୟ କରି ମୋହନା ଗୋଷ୍ଠୀ ସୁସ୍ଥ୍ୟ କେନ୍ଦ୍ରକୁ ପଠାଯାଇଛି । ସୁଚନାଯୋଗ୍ୟ , ଦଣ୍ଡସେନା ନିଜ ଗାଁ ରୁ ମୋହନା ଆସୁଥିଲା ଅନ୍ୟପଟୁ ମୋହନାରୁ ମାଝି ଫେରୁଥିବା ବେଳେ ଗୁଣ୍ଡିମା ବୁଲାଣିରେ ଧକ୍କା ହଇଥିଲା ଘଟଣା ସ୍ଥଳେ ଅଡ଼ବା ପୋଲିସ ପଞ୍ଚି ତଦନ୍ତ କରୁଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ