ଦୁର୍ଘଟଣାଗ୍ରସ୍ତ ଷଣ୍ଢର ଶବ ସତ୍କାର କଲେ ସମାଜ ସେବୀ ଅଶୋକ

ଯାଜପୁର, (ଓ୍ୱାଇଏନ୍‌ଏସ୍‌): NH16 ପାଣିକୋଇଲି ର ନିକଟବର୍ତ୍ତୀ ଟୋଲଗେଟ ପାଖ ସିଙ୍ଗଡ଼ା ଗାଁ ନିକଟରେରେ ଏକ ଭୟଙ୍କର ରାସ୍ତା ଦୁର୍ଘଟଣାର ଏକ ନିରୀହ ଷଣ୍ଢ ର ଦେହାନ୍ତ ହୋଇଗଲା, ତେଣୁ ଉକ୍ତ ଷଣ୍ଢକୁ ଗୋଳେଇପୁର ପଞ୍ଚାୟତର ଯୁବସମାଜ ସେବୀ ଅଶୋକ କୁମାର ଦାସ ଙ୍କ ଦ୍ଵାରା ସମସ୍ତ କାର୍ଯ୍ୟକର୍ତା ସହୋଯୋଗରେ ସମ୍ପୂର୍ଣ୍ଣ ବିଧି , ସମ୍ମାନ ସହକାରେ ତାର ଅନ୍ତିମ ସତ୍କାର କରାଯାଇଥିବା ଜଣାପଡିଛି । ତେବେ ଏପରି କାର୍ଯ୍ୟକୁ ସାଧାରଣରେ ପ୍ରଶଂସା କରାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ