ଦୁର୍ନୀତି ବିରୋଧରେ ଶପଥ ପାଠ

ଭୂବନେଶ୍ୱର-ଦୁର୍ନୀତି କରିବାନି ନା ଦୁର୍ନୀତିକୁ ପ୍ରଶ୍ରୟ ଦେବା ନାହିଁ । ଏହି ଭଳି ଏକ ମହତ୍ୱ ଉଦେଶ୍ୟରଖି ସୋମବାର ସରକାରୀ ସଚିବ ଓ କର୍ମର୍ଚାରୀ ଓଡିଶା ଲୋକସେବା ଭବନରେ ଶପଥ ନେଇଛନ୍ତି । ରାଜ୍ୟ ପଞ୍ଚାୟତିରାଜ ଓ ଗଣଶିକ୍ଷା ବିଭାଗର ପ୍ରମୁଖ ସଚିବଙ୍କ ଠାରୁ ଆରମ୍ଭ କରି ସମସ୍ତ କର୍ମଚାରୀ ଛିଡାହୋଇ ଏହି ଶପଥ ନେଇଥିବା ଜଣାପଡିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ