ଦେଶରେ ସ୍ଥାପନା ହେବ ୧୦୨୩ଟି ଫ।ଷ୍ଟ୍ରଟ୍ରାକ୍‌ କୋର୍ଟ

ନୂଆଦିଲ୍ଲୀ , (ଯୁଗାବ୍ଦ ନ୍ୟୁଜ) : ଦେଶରେ ଦିନକୁ ଦିନ ବଢି ଚାଲିଛି ଦୁଷ୍କର୍ମ ଓ ମହିଳାମାନଙ୍କ ଉପରେ ଅତ୍ୟାଚାର । ଏହାର ସମାଧାନର ବାଟ କେନ୍ଦ୍ର ସରକାର ଖୋଜୁଥିବା ବେଳେ ଏନେଇ ଶୁକ୍ରବାର କେନ୍ଦ୍ର ମହିଳା ଓ ଶିଶୁ କଲ୍ୟାଣ ମନ୍ତ୍ରୀ ସ୍ମୃତି ଇରାନୀ ସଂସଦରେ ଘୋଷଣା କରିଛନ୍ତି ଯେ, ଏହି ମାମଲାରେ ଜଡିତ ଥିବା ବ୍ୟକ୍ତିକୁ କିଭଳି ଭାବେ ଯଥାଶୀଘ୍ର ଦଣ୍ଡ ଦିଆଯାଇପାରିବ ସେଥିପାଇଁ ସରକାର ୧୦୨୩ଟି ଫ।ଷ୍ଟ୍ରଟ୍ରାକ୍‌ କୋର୍ଟ ସ୍ଥାପନା କରିବାନେଇ ଘୋଷଣା କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ