ଦେଶୀ ଓ ବିଦେଶୀ ମଦ ଜବତ, ଜଣେ ଗିରଫ

ହିଂଜିଳିକାଟୁ, (ଶେଷଦେବ ସାହୁ): ହିଂଜିଳି ପୋଲିସ ମଙ୍ଗଳବାର ରାତିରେ ମଦ ଧରପଗଡ଼ କରି ଏକ ଫାଷ୍ଟଫୁଡ଼ ଦୋକାନରୁ ଦେଶୀ ଓ ବିଦେଶୀ ମଦ ଜବତ କରିଛି । ହିଂଜିଳି ଥାନା ନିମିଗାଁ ଗ୍ରାମର ଏକ ଫାଷ୍ଟଫୁଡ଼ ଦୋକାନ ଉପରେ ଚଢାଉ କରି ୯ ଟି ବିୟର, ଗୋଟିଏ ହ୍ୱୁଇସ୍କ ସମେତ ୫୦ ଟି ଦେଶୀ ମଦ ପାଉଚ ଜବତ କରିଛି । ଦୋକାନୀ ମାଲିକ ଶିବଶଙ୍କର ସାହୁଙ୍କୁ ପୋଲିସ ଗିରଫ କରିଛି । ଏ ନେଇ ନଂ- ୧୪୭/୧୯ ରେ ଏକ ମାମଲା ରୁଜୁ କରି ବୁଧବାର ଦିନ କୋର୍ଟ ଚାଲାଣ କରାଯାଇଥିବା ଥାନା ଭାରେପ୍ରାପ୍ତ ଅଧିକାରୀ ଅଭିମନ୍ୟୁ ଦାସ କହିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ