ନିମାପଡ଼ା ପଞ୍ଚାୟତ ସମିତି ର ସ୍ବତନ୍ତ୍ର ବୈଠକ

ନିମାପଡ଼ା, (ସନ୍ତୋଷ ଦାଶ):ନିମାପଡ଼ା ପଞ୍ଚାୟତ ସମିତି ର ତୃତୀୟ ସ୍ବତନ୍ତ୍ର ବୈଠକ ବ୍ଲକ ସଭା ଗୃହ ଠାରେ ଅନୁଷ୍ଠିତ ହୋଇଛି। ଜନ ଯୋଜନା ଅଭିଯାନ -୨୦୨୩ , ବ୍ଲକ ପଞ୍ଚାୟତ ବିକାଶ ଯୋଜନା ୨୦୨୪-୨୫ ର ପ୍ରସ୍ତୁତି ବୈଠକ ରେ ବିଧାୟକ ସମିର ରଞ୍ଜନ ଦାଶ ଯୋଗଦେଇଥିଲେ। ବିଧାୟକ ଙ୍କ ସହିତ ପଞ୍ଚାୟତ ସମିତି ଅଧକ୍ଷ ଶଙ୍କର ଭୋଇ, ଉପାଧକ୍ଷା ଅନୁସୂୟା ମହାନ୍ତି ,ବିଡ଼ିଓ ବସନ୍ତ କୁମାର ମଲ୍ଲିକ ,ଜିଲ୍ଲା ପରିଷଦ ସଭ୍ୟ ପ୍ରଦୀପ୍ତ ଖଟୋଇ,ସସ୍ମିତା ନାୟକ, ରବୀନ୍ଦ୍ର ମଲ୍ଲିକ ଙ୍କ ସମେତ ସମସ୍ତ ନିର୍ବାଚିତ ପ୍ରତିନିଧି ଓ କର୍ମଚାରୀ ମାନେ ଯୋଗଦେଇଥିଲେ।ବ୍ଲକ ଅଞ୍ଚଳ ରେ କେଉଁ କେଉଁ ଉନ୍ନୟନ ମୂଳକ କାର୍ଯ୍ୟ କରାଯିବ ସେ ସମ୍ପର୍କ ରେ ସବିଶେଷ ଆଲୋଚନା କରିବା ପରେ ଚିଠା ପ୍ରସ୍ତୁତ କରାଯାଇଥିଲା।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ