ନିଶିଗନ୍ଧା ଭାଷା ପ୍ରତିଷ୍ଠାନ ଚାରିଟେବୁଲ ଟ୍ରଷ୍ଟ ଡିଜିଟାଲ ମାଧ୍ୟମରେ ସ୍ଵନକ୍ଷତ୍ର ଉତ୍ସବ ଓ କର୍ମକର୍ତ୍ତା ଚୟନ

ଭୁବନେଶ୍ୱର, (ଓ୍ବାଇଏନ୍ଏସ୍):ନିଶିଗନ୍ଧା ଭାଷା ପ୍ରତିଷ୍ଠାନ ଚାରିଟେବୁଲ ଟ୍ରଷ୍ଟର ସ୍ଵନକ୍ଷତ୍ର ଉତ୍ସବ ଏବଂ କର୍ମଚାରୀ ଚୟନ ଡିଜିଟାଲ ଜରିଆରେ ଅନୁଷ୍ଠିତ ହୋଇଯାଇଛି । ଭୁବନେଶ୍ୱରସ୍ଥିତ କାର୍ଯ୍ୟଳୟ ଓ ଖୋର୍ଦ୍ଧା ମୁଖ୍ୟ କାର୍ଯ୍ୟଳୟର ସଂଯୋଗୀକରଣ କରାଯାଇ ଟ୍ରଷ୍ଟର ପ୍ରତିଷ୍ଠାତା ତଥା ମୁଖ୍ୟ ସମ୍ପାଦକ ବଳରାମ ତରାଇଙ୍କ ନେତୃତ୍ୱରେ ନିଶିଗନ୍ଧା ଭାଷା ପ୍ରତିଷ୍ଠାତା ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ପ୍ରଥମ ସ୍ଵନକ୍ଷତ୍ର ଉତ୍ସବ ଓ ଡିଜିଟାଲ କବିତା ଆସର ଅନୁଷ୍ଠିତ ହୋଇଥିଲା । ଏଥିରେ ଅନୁଷ୍ଠାନ ସଭାପତି ଚକ୍ରଧର ତ୍ରିପାଠୀ ପୌରହିତ୍ୟ କରିଥିଲେ । ଓଡ଼ିଶାର ବିଭିନ୍ନ ସ୍ଥାନରେ ଥିବା କବିମାନେ ଯୋଡିହୋଇ ନିଜର କବିତାପାଠ କରିଥିଲେ । କରୋନା ମହାମାରୀ ପ୍ରଭାବ ପାଇଁ ଅନୁଷ୍ଠାନ ପକ୍ଷରୁ ଏଭଳି ନିଷ୍ପତ୍ତି ନିଆଯାଇଥିଲା । ଆଗାମୀ ଦିନରେ କରୋନା ଯୋଦ୍ଧା ସମ୍ମାନ ଓ ବିପଦର ବନ୍ଧୁ ସମ୍ମାନ ଏବଂ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠାନ ତରଫରୁ କରାଯିବ ବୋଲି ସର୍ଵସମ୍ମତି କ୍ରମେ ନିଷ୍ପତି ହୋଇଥିଲା । ଏହି ଅବସରରେ ସମ୍ପାଦିକା ସରସ୍ୱତୀ ନାୟକ ଓ ମାର୍ଗଦର୍ଶକ ତଥା ପୂର୍ବତନ ସାଂସଦ ଡ ପ୍ରସନ୍ନ ପାଟ୍ଟଶାଣୀଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ନୂତନ କର୍ମକର୍ତ୍ତା ଚୟନ କରାଯାଇଥିଲା । ସଭାପତି:- ଚକ୍ରଧର ତ୍ରିପାଠୀ । ଉପସଭାପତି:- ଜୟନ୍ତ କୁମାର ପାଣିଗ୍ରାହୀ । କୋଷାଧ୍ୟକ୍ଷ :- ସସ୍ମିତା ତରାଇ । ମୁଖ୍ୟ ସମ୍ପାଦକ ଏବଂ ପ୍ରତିଷ୍ଠାତା :- ବଳରାମ ତରାଇ । ସମ୍ପାଦିକା ଏବଂ ପୃଷ୍ଠପୋଷକ :- ସରସ୍ୱତୀ ନାୟକ । କାର୍ଯ୍ୟକାରୀ ସମ୍ପାଦକ :- ମୃତ୍ୟୁଞ୍ଜୟ ସାହୁ । ସହସମ୍ପାଦକ:- ଆଶିଷ କୁମାର ସ୍ୱାଇଁ । ପରିକଳ୍ପନା :- ଶ୍ରୀଯୁକ୍ତ ସଂଗ୍ରାମ କେଶରୀ ସାମନ୍ତରାୟ । ବିଚାରପତି:- ଡଃ ବିଭୁତି ଭୂଷଣ ଆଚାର୍ଯ୍ୟ,ଡଃ କୁଳମଣି ଓଝା, ଉମାକାନ୍ତ ରାଉତ, ରକ୍ଷକ ନାୟକ,ମୋହିତ ଚକ୍ରବର୍ତ୍ତୀ, ଡଃ ବେଣୁଧର ପାଢ଼ୀ । ନିଶିଗନ୍ଧା ୱେବ ଡିଜାଇନର :- ଏସ .ଏଲ . ଆଇଟି . ସର୍ଭିସ । ଆବାହକ :- ସମୀର ରଞ୍ଜନ ଦାଶ , ସଙ୍ଗୀତା ଦାଶ ,ଅନନ୍ତ ନାରାୟଣ ଜେନା , ସୁର ରାଉତରାୟ । ଏଡିଟର :- କରୁଣାକର ମଲ୍ଲିକ, ଜମ୍ବେଶ୍ୱର ଦଳାଇ, ବିଶ୍ୱଜିତା ବରାଳ, ସନ୍ଦିପା ଦଳାଇ । ମୁଖ୍ୟ ଉପଦେଷ୍ଟା‌:- ଡକ୍ଟର ହୁସେନ ରବିଗାନ୍ଧୀ । ଉପଦେଷ୍ଟା ମଣ୍ଡଳୀ :- ଶଙ୍କର୍ଷଣ ପରିଡ଼ା, ପଦ୍ମନାଭ ତ୍ରିପାଠୀ,ଡ. ଦିଲ୍ଲୀପ ଶ୍ରୀଚନ୍ଦନ, ପିତାମ୍ବର ତରାଇ,ସୁକାନ୍ତ କୁମାର ରାଉତ, ସ୍ବାଧୀନ ଦାଶ,ବିଜୟ କୁମାର ମହାନ୍ତି,ପ୍ରମୋଦ ସୁଦର୍ଶନ ରାଉଳ, ଡକ୍ଟର ଦେବାଶିଷ ଜଷ୍ଟୀ,ପ୍ରଶନ୍ନ କୁମାର ନାୟକ,ପ୍ରଦ୍ୟୁମ୍ନ ଶତପଥି । ଆଜୀବନ ସଦସ୍ୟ:- ବୁନୀ ତ୍ରିପାଠୀ,ସବିତା ମହାର ,ଦମୟନ୍ତୀ ରଥ,ରାମେଶ୍ୱର ପ୍ରସାଦ ସାହୁ,ନୀଳମଣି ଥାପା, ପ୍ରଭାସିନୀ ମିଶ୍ର,ପ୍ରେମଶିଳା ରାଉତ, ମିନତି ଦାସ,କଳ୍ପନା ରାୟ, ପୁଷ୍ପଲତା ସାହୁ,ଗୋଦାବରୀଶ ଦାସ,ଶରତ ଚନ୍ଦ୍ର ପଣ୍ଡା,ପ୍ରେମାନନ୍ଦ କୁସୁମ,ଅଶୋକ କୁମାର ନାୟକ,ଲଳିତମୋହନ ମିଶ୍ର ,ନିତ୍ୟାନନ୍ଦ ମହାପାତ୍ର, ସୀମାଞ୍ଚଳ ପଣ୍ଡା,ଅନିତା ଦାସ,ପଲ୍ଲବୀ ଦାସ,ସନ୍ଧ୍ୟାରାଣୀ ଦାଶ ,ସଂଗ୍ରାମ କିଶୋର ସାମନ୍ତରାୟ , ପ୍ରଭାତୀ ନଳିନୀ ମିଶ୍ର ପୃଷ୍ଠପୋଷକ:-ରଞ୍ଜନ କୁମାର ପଣ୍ଡା,କରୁଣାକର ମଲ୍ଲିକ ,ଡ଼ ସରୋଜିନୀ ପାଣି, ଭାସ୍କର ରାଉତ,ନୃସିଂହାନନ୍ଦ ମହାପାତ୍ର । ଲିଗାଲ ଆଡ଼ଭୋକେଟ ଏବଂ ଉପଦେଷ୍ଟା :- ପ୍ରଶାନ୍ତ ବର୍ମା ସୁପ୍ରିମ କୋର୍ଟ ଏବଂ ହାଇକୋର୍ଟ ଆଡ଼ଭୋକେଟ,ଅର୍ଜୁନ କୁମାର ମଲ୍ଲିକ (ଆଡଭୋକେଟ ),ଖଗେଶ କୁମାର ରାୟ ଆଡ଼ଭୋକେଟ ନିଶିଗନ୍ଧା ରେଜିଷ୍ଟ୍ରେସନ ,ଦିଲ୍ଲୀପ କୁମାର ନନ୍ଦ( କବି, ସମାଜସେବୀ, କ୍ରିମିନାଲ ଓ କର୍ପୋରେଟ ଆଡ଼ଭୋକେଟ ), ପ୍ରତାପ ଚନ୍ଦ୍ର ନାୟକ (କବି,ସମାଜସେବୀ),ସସ୍ମିତା ଆଚାର୍ଯ୍ୟ(କବି, ସମାଜସେବୀ ଓ କ୍ରିମିନାଲ ଆଡ଼ଭୋକେଟ ) । ଏଥିସହିତ ମାର୍ଗଦର୍ଶକ ଭାବେ ଡ଼. ପ୍ରସନ୍ନ ପାଟ୍ଟଶାଣୀଙ୍କୁ ସର୍ବସମ୍ମତି କ୍ରମେ ମନୋନୀତ କରାଯାଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ