ନୂତନ ବର୍ଷଉପଲକ୍ଷେ ବିବିଧ ଆଧ୍ୟାତ୍ମିକ କ।ର୍ଯ୍ୟକ୍ରମ

ସାନଖେମୁଣ୍ଡିବ୍ଲକ୍:- ବଡ଼ିଆଉସ୍ତା ଦିବ୍ୟଜୀବନ ସଂଘଶାଖା ଆନୁକୁଲ୍ୟରେସ୍ୱାମୀରାମଦାସାନନ୍ଦ ସରସ୍ୱତୀମହାରାଜଙ୍କ ଅଧ୍ୟକ୍ଷତାରେ ବିବିଧ ଆଧ୍ୟାତ୍ମିକ କ।ର୍ଯ୍ୟକ୍ରମ୨୦୨୦ ଇଂରାଜୀ ନୂତନ ବର୍ଷସମସ୍ତଙ୍କ ପାଇଁ ଶାନ୍ତି, ମୈତ୍ରୀ ଓ ପ୍ରଗତିରବର୍ଷ ହେଉ ବୋଲିକାମନା କରାଯାଇଥିଲା । ୩୧ତାରିଖ ମଧ୍ୟରାତ୍ରୀରେ ଜିରେନାଇଟ୍ ପାଳନ କରାଯାଇଥିଲା । ନୂତନ ବର୍ଷ ୨ଠ୨ଠ କୁସ୍ୱାଗତଜଣାଇ ଦିଆଯାଇଥିଲା । ବୁଧବାର ଦିନ ଗୁରୁ ପାଦପୂଜା କରି ବିଶ୍ୱର କଲ୍ୟାଣ ତଥା ଜଗତରମଙ୍ଗଳକାମନା ନିମନ୍ତେ ହୃଦୟ ପୂର୍ବକ ଶାନ୍ତି ମନ୍ତ୍ର ପାଠ କରାଯାଇଥିଲା । ସେହିପରି ସନ୍ଧ୍ୟାଉତମ ଚରିତ୍ର ଗଠନ ପାଇଁଛାତ୍ରଛାତ୍ରୀଙ୍କ ପଦ୍ମତୋଳା କେନ୍ଦ୍ରରେ ସ୍ୱତନ୍ତ୍ର ସତ୍ସଙ୍ଗତର ଆୟୋଜନ କରିଥିଲେ । ସେଠାରେ ନୂତନ ବର୍ଷ ଯୁବଛାତ୍ରଛାତ୍ରୀମାନଙ୍କ ପାଇଁମଙ୍ଗଳ ମୟ ହେଉ ତଥା କେନ୍ଦ୍ରରଉନ୍ନତିହେବା ସହ ବିଶ୍ୱରଉନ୍ନତି ନିମନ୍ତେ ପ୍ରାର୍ଥନା କରାଯାଇଥିଲା । ଏହି କାର‌୍ୟ୍ୟକ୍ରମରେ ସ୍ୱାମୀହରିଶରଣାନନ୍ଦ ସରସ୍ୱତୀମହାରାଜ, ବିଦ୍ୟାନନ୍ଦ ସରସ୍ୱତୀମହାରାଜ ଉପସ୍ଥିତରହି ଆଶ୍ରିବାଦ ପ୍ରଦାନ କରିଥିଲେ । ଏଥିରେ ଅଲାରିଗଡ଼, ନିସ୍ତିପୁର, ଦୟାନିଧିପୁରରୋହିଗାଁ, ପାଣ୍ଡିଆଝୋଳି ଓ ପଦ୍ମତୋଳାର ଶତାଧିକ ଭକ୍ତମାନେ ଯୋଗଦାନ କରି କରିକାର‌୍ୟ୍ୟକ୍ରମକୁ ସରସ ଓ ସୁନ୍ଦରକରିଥିଲେ । ମନୋଜ, ଶୋଖର, ସଙ୍କେତ, ଚୀତାରାମ, ସଚ୍ଚିଦାନନ୍ଦ, ଭୀମସେନ, ଅରୁଣକୁମାର ଦାଶ ଭାବମୟ ଭଜନ ରିବେଶଷଣ କରି ଆଧ୍ୟାତ୍ମିକ ପରିବେଶ ସୃଷ୍ଟିକରିଥିଲେ । ପରିଶେଷରେସଂଘରବଡ଼ିଆଉସ୍ତାଶାଖାରସମ୍ପାଦକ ସନ୍ତୋଷକୁମାର ପାଣିଗ୍ରାହୀସମସ୍ତଙ୍କୁ ଧନ୍ୟବାଦ ଅର୍ପଣକରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ