ନୂତନ ରାଷ୍ଟ୍ରପତି ଦ୍ରୌପଦି ମୁର୍ମୁଙ୍କୁ ସ୍ଵାଗତ

ମୋହନା, (ଅଂଶୁମାନ ପଣ୍ଡା) :ନୂତନ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଗଜପତି ଜିଲ୍ଲା ମୋହନାରେ ସ୍ଵାଗତ କରାଯିବା ସହ ତାଙ୍କ ଜୀବନୀ ଉପରେ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି l ସ୍ଥାନୀୟ ସଂସ୍କୃତି ଭବନରେ ଆୟୋଜିତ କାର୍ଯ୍ୟକ୍ରମରେ ବରିଷ୍ଠ ଶିକ୍ଷାବିତ ମଧୁସୁଦନ ପାଢୀ ଯୋଗଦେଇ ନବ ନିର୍ବାଚିତ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଜୀବନୀ ଉପରେ ଆଲୋକପାତ କରିଥିଲେ l ଏହି କାର୍ଯ୍ୟକ୍ରମକୁ ବିଜେପି ନେତା ସୁଧିର ପାଇକ, ମନୋଜ ସାହୁ ପରିଚାଳନା କରିଥିବା ବେଳେ ବରିଷ୍ଠ ସଙ୍ଗଠକ ଅଜୟ ପାଇକ, ବାବୁଲା ସାହୁ , ଗଗନ ପାଳ, ବାବୁଲି ଗୌଡ଼, ରୁନା ଦଣ୍ଡସେନା, ପ୍ରଶାନ୍ତ ସୁବୁଦ୍ଧି, ବିକ୍ରlନ୍ତ୍ ପତି,ବାବୁଲା ସେଠୀ ଓ ଅଂଶୁମାନ ପଣ୍ଡା ପ୍ରମୁଖ ଯୋଗଦେଇଥିଲେ l

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ