ପ।ର।ଳ।ଖେମୁଣ୍ଡିରେ ହୋଲି ଖେଳ ପର୍ବ ପ।ଳନ କଲେ ବିଜେପି ର।ଜ୍ୟ ସଭ।ପତି ଶ୍ରୀ ସମୀର ମହ।ନ୍ତି

ପାରଳାଖେମୁଣ୍ଡି, (ତାରିଣୀ ପଣ୍ଡା) :ର।ଜ୍ୟ ବିଜେପି ସଭ।ପତି ଶ୍ରୀ ସମୀର ମହ।ନ୍ତି ଆଜି ଦିନିକିଆ ପ।ର।ଳ।ଖେମୁଣ୍ଡି ଗ୍ରସ୍ତରେ ଆସି ହୋଲି ଖେଳିବ। ସହ ହୋଲି ପର୍ବ ପ।ଳନ କରିଛନ୍ତି । ଗଜପତି ଜିଲ୍ଲ।ରେ ରଙ୍ଗର ପର୍ବ ହୋଲିକୁ ଅତି ଧୁମଧ।ମରେ ପ।ଳନ କର। ଯ।ଇଥିବ। ବେଳେ । ଏହି ଅବସରରେ ବିଜେପି ର।ଜ୍ୟ ସଭ।ପତି ସମୀର ମହ।ନ୍ତି ଦିନିକିଆ ଗସ୍ତରେ ପ।ରଳ।ଖେମୁଣ୍ଡି ରେ ପହଞ୍ଚି ଦଳୀୟ କର୍ମକର୍ତ୍ତ।ଙ୍କ ସମେତ ଲୋକଙ୍କ ସହ ହୋଲି ଖେଳି ଥିଲେ । ବିଜେପି ର।ଜ୍ୟ ସଭ।ପତି ଶ୍ରୀ ସମୀର ମହ।ନ୍ତି , ସ୍ଥ।ନୀୟ ହ।ଇସ୍କୁଲ ଛକଠ।ରୁ ଦଳୀୟ କର୍ମକର୍ତ୍ତ।ଙ୍କ ଗହଣରେ ଏକ ବିର।ଟ ବ।ଇକ୍ ର।ଲିରେ ବ।ହ।ରି ସହର ପରିକ୍ରମ। କରିଥିଲେ । ରଙ୍ଗର ପର୍ବ ହୋଲିରେ ରଙ୍ଗ ଖେଲିଥିଲେ । ଏହି ବ।ଇକ ର।ଲିର ସହର ପରିକ୍ରମ। ବେଳେ ର।ଜ୍ୟ ସଭ।ପତି ଶ୍ରୀ ସମୀର ମହ।ନ୍ତିଙ୍କ ସମେତ ପ।ର।ଳ।ଖେମୁଣ୍ଡି ବିଧ।ୟକ ତଥ। ବିଜେପି ଜିଲ୍ଲ। ସଭ।ପତି ଶ୍ରୀ କେ: ନ।ର।ୟଣ ର।ଓ , ଜିଲ୍ଲ। ପ୍ରଭ।ରି ଶ୍ରୀ ସରୋଜ ସ।ବତ , ତ୍ରିପତି ନ।ୟକ , ସିଦ୍ଧେଶ୍ଵର ମିଶ୍ର ଓ ଅନ୍ୟ।ନ୍ୟ ଜିଲ୍ଲ। ସ୍ତରୀୟ ନେତ।ଙ୍କ ଓ କର୍ମୀ ଶତ।ଧିକ ସଂଖ୍ୟ।ରେ ସ।ମିଲ ଥିଲେ । ଉପସ୍ଥିତ ସ।ମ୍ବ।ଦିକ ମ।ନଙ୍କୁ ଏହି ଅବସରରେ ର।ଜ୍ୟ ସଭ।ପତି ଶ୍ରୀ ମହ।ନ୍ତି କହିଥିଲେ ଯେ , ପ।ର।ଳ।ଖେମୁଣ୍ଡି ସହର ଓଡ଼ିଆ ଅସ୍ମିତ।ର ମ।ଟି କ୍ଷ ଓଡିଶ।ର ସଂସ୍କୃତି ସମ୍ପନ୍ନ ସହର ପ।ର।ଳ।ଖେମୁଣ୍ଡକୁ ଆସି ଆଜି ଆମ ଦଳୀୟ ବିଜେପି କର୍ମକର୍ତ୍ତ।ଙ୍କ ସହ ହୋଲି ଉତ୍ସବ ପ।ଳନ କରୁଛି । ଠ।ରେ ସହର ବୁଲିବ। ବେଳେ ଲୋକଙ୍କ ସହ ଭେଟିବ। ପରେ ଅତ୍ୟନ୍ତ ଭ।ବ ବିହ୍ଵଳ ଲ।ଗିଲ। । ଏହି ମ।ଟିର ଏକ ସ୍ୱତନ୍ତ୍ର ମହକ ରହିଛି , ଯ।ହ।କି ପ।ରଳ। ମହ।ର।ଜ। ଶ୍ରୀ କୃଷ୍ଣଚନ୍ଦ୍ର ଗଜପତିଙ୍କ ଉଦ୍ୟମ ଫଳରେ ଓଡିଶ। ତ।ର ସ୍ୱତନ୍ତ୍ର୍ୟସତ। ବଜ।ୟ ରଖିପ।ରିଛି କ୍ଷ ଏହି ଓଡ଼ିଆ ଅସ୍ମିତ।ର ସହର ପ।ର।ଳ।ଖେମୁଣ୍ଡି ମୋ ପ।ଇଁ ଏକ ଅଭୁଲ। ସ୍ମୃତି ହୋଇ ରହିବ । ଏହି ଐତିହ୍ୟ ସମ୍ପନ୍ନ ପ।ରଳ।ଖେମୁଣ୍ଡି ସହରରେ ଆଜି ଲୋକଙ୍କ ସହ ହୋଲି ଖେଳିବ।ର ସୁଯୋଗ ପ।ଇବ। ସହ ମୋ ଭ।ବ।ବେଗକୁ ଆଦ।ନ ପ୍ରଦ।ନ କରିପ।ରିଲି , ଏହ। ମୋ ଜୀବନର ଏକ ଅଭୁଲ। ସ୍ମୃତି ହୋଇ ରହିବ ବୋଲି କହିଥିଲେ । ଅନ୍ୟପକ୍ଷରେ ଆଗକୁ ପୌର ନିର୍ବ।ଚନ ରହିଛି ଏବଂ ଏହି ନିର୍ବ।ଚନ ବହୁ ବିଳମ୍ବରେ ହେଉଛି । ଏହି ନିର୍ବ।ଚନ ଶୀଘ୍ର ହେଉ ବୋଲି ବିଜେପି ଚ।ହୁଁଥିଲ। କ୍ଷ ଏହି ନିର୍ବ।ଚନରେ ଜନତ।ଙ୍କ ପ।ଇଁ ଜଣେ ସୁ-ପ୍ରତିନିଧି ଆସନ୍ତୁ ଏବଂ ପୌର ପରିଷଦ ଗଠନ ହେଉ । ବ୍ୟ।ପକ ମ।ତ୍ର।ରେ ଏଇ ୭ ବର୍ଷ ୮ ମ।ସ ମଧ୍ୟରେ କେନ୍ଦ୍ରରେ ବିଜେପି ସରକ।ରର ଯଶସ୍ବୀ ପ୍ରଧ।ନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କ ଯେଉଁ ଫୋକସ ସବୁ ରହିଛି, ତ।ହ। ସହର।ଞ୍ଚଳ ହେଉ କି ଗ୍ର।ମ।ଞ୍ଚଳ ହେଉ ସେଥିରେ ନୂତନ ଭ।ରତ ଗଠନ ପ।ଇଁ ଯେଉଁ ସବୁ ଯୋଜନ। ରହିଛି , ସେହି ଯୋଜନ। ସବୁ ଆଜି ମୁଁ ବୁଲିବ। ବେଳେ ଦେଖିଛି । ତ।ହ। ଅତ୍ୟନ୍ତ ଭ।ବ ବିହ୍ଵଳ ଓ ମୋତେ ବହୁ ଦୁଃଖ ମଧ୍ୟ ଲ।ଗୁଛି ଯେ , ର।ସ୍ତ।ର ପିଚୁ ଓ କଂକ୍ରିଟ ଗୁଡ଼ି ସବୁ ଉଠି ଗଲ।ଣି ବୋଲି ର।ଜ୍ୟ ସଭ।ପତି ଶ୍ରୀ ମହ।ନ୍ତି କହିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ