ପାଣି ରେ ବୁଡିଲା ସୁଇଫଟ ଡିଜାୟର

ଜୟପୁର,(ଓ୍ବାଇଏନ୍ଏସ୍): ପିକନିକ ରୁ ଫେରିବା ସମୟ ରେ ଭାରସାମ୍ୟ ହରାଇ ଜୟପୁର ମୁଖ୍ୟ କେନାଲ ରେ ଖସିଯାଇଛି କାର୍ । ହସଖୁସି ର ମହଲରେ ଦୁଃଖ ର ଲହରୀ ଖେଳିଗଲା।କାର୍ ଭିତରେ ୩ ଜଣ ଥିବା ବେଳେ ଦୁଇ ଜଣ କୁ ଉଧାର କରାଯାଇଛି । ଜୟପୁ୍ର ଅଗ୍ନିଶମ ବିଭାଗ ସମେତ ଜୟପୁର ଟାଉନ ପୋଲିସ ଏବଂ ସଦର ପୋଲିସ ର ଦୀର୍ଘ ସମୟ ର ମିଳିତ ଅପରେସନ ପରେ ଦୁଇଜଣ କୁ ଉଦାର କରିଥିଲେ ହିଁ ଡ଼୍ରାଇଭର ଜଣ ଙ୍କ ର ମୁତ୍ୟ ଘଟିଥିବା ନେଇ ସୂଚନା ଦେଇଛନ୍ତି ଜୟପୁର ଏସଡିପିଓ । ଘଟଣାସ୍ଥଳରେ ଜୟପୁର ଟାଉନ ପୋଲିସ ଏବଂ ସଦର ପୋଲିସ ଓ ଅଗ୍ନିଶମ ବିଭାଗର ଆଠ ଜଣିଆ ଟିମ ସହ ଓଡ୍ରାଫ ଉଧାର କାର୍ଯ୍ୟ ରେ ନିୟୋଜିତ ହୋଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ