ପାରଳାରେ ବାଲ୍ ସଭା କାର୍ଯ୍ୟକ୍ରମ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ଆଜି ବାଲ ମୁକୁନ୍ଦ ପ୍ରାଥମିକ ସଂସ୍କାର ଅନ୍ତର୍ଗତ ‘ବାଲ ସଭା’ କାର୍ଯ୍ୟକ୍ରମ ସ୍ଥାନୀୟ କୁମ୍ଭାର ସାହି ସ୍ଥିତ ସୁନୀତା ଦିଦିଙ୍କ ବାସଗୃହରେ ଅନୁଷ୍ଟିତ ହୋଇଯାଇଛି । ଏଥିରେ କେନ୍ଦ୍ର ସଂଯୋଜକ ନିତ୍ୟାନନ୍ଦ ଚୌଧୁରୀ ଯୋଗଦେଇ ଶିଶୁମାନଙ୍କୁ ଶ୍ରୀଜଗନ୍ନାଥ ସଂସ୍କୃତି ଓ ନୀତିଶିକ୍ଷା ପ୍ରଦାନ କରିଛନ୍ତି । ଶେଷରେ ଜଗତଗୁରୁ ଶ୍ରୀ କୃପାଳୁ ଜୀ ମହାରାଜଙ୍କ ସଦବାକ୍ୟ ପଠନ କରାଯାଇ ଭଲ ମଣିଷଟିଏ ହେବା ପାଇଁ ସମସ୍ତେ ନିଷ୍ପତି ନେଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ