ପ୍ରଧାନମନ୍ତ୍ରୀ ମୋଦୀଙ୍କ ପାଇଁ ସ୍ୱତନ୍ତ୍ର “ନମୋ’ ଥାଳି ପ୍ରସ୍ତୁତି କରିବେ ହଷ୍ଟନ୍ ସେଫ୍ କିରଣ ବର୍ମା

ନୂଆଦିଲ୍ଲୀ: ୟୁନାଇଟେଡ୍ ନେସନସ୍ ଜେନେରାଲ୍ ଆସେମ୍ଲିର (ୟୁଏନ୍ଜିଏ) ୭୪ତମ ଅଧିବେଶନରେ ଯୋଗ ଦେବା ନିମନ୍ତେ ଯୁକ୍ତରାଷ୍ଟ୍ର ଆମେରିକାର ଏକ ହାଟେଲରେ ଅବସ୍ଥାନ କରୁଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଲାଗି ସ୍ୱତନ୍ତ୍ର ମେନୁ ପ୍ରସ୍ତୁତି କରୁଛନ୍ତି ହଷ୍ଟନର ଜଣେ ପାଚିକା ।
ପ୍ରଧାନମନ୍ତ୍ରୀ କୌଣସି ସ୍ୱତନ୍ତ୍ର ଖାଦ୍ୟ ପାଇଁ ବରାଦ କରିନାହାନ୍ତି । କିନ୍ତୁ, ଯୁକ୍ତରାଷ୍ଟ୍ର ଆମେରିକା ରହଣି ସମୟରେ ପାଚିକା କିରଣ ବର୍ମା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ପରଷାଯିବା ପାଇଁ ସ୍ୱତନ୍ତ୍ର “ନମୋ’ ଥାଳି ପ୍ରସ୍ତୁତି କରୁଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ