ବଡକୋଦଣ୍ଡାରେ ସାମାଜିକ ନାଟକ “ପାପ କଳସୀରେ ପୁଣ୍ୟ ତୁଳସୀ”

ଭଞ୍ଜନଗର, (ସନ୍ତୋଷ କୁମାର ଜେନା):ବଡକୋଦଣ୍ଡାରେ ମା ଠାକୁରାଣୀ ଯୁବ ନାଟ୍ୟ ସଂଘର କଳାକାରମାନଙ୍କୁ ନେଇ ଅନୁଷ୍ଠାନର ୧ମ ସାମାଜିକ ନାଟକ ” ପାପ କଳସୀରେ ପୁଣ୍ୟ ତୁଳସୀ” ଶ୍ରୀ ଶ୍ରୀ ଗଜାନନଙ୍କ ପୂଜା ଅବସରରେ ଠାକୁରାଣୀ ମନ୍ଦିର ସାହିରେ ମଞ୍ଚସ୍ଥ ହୋଇଯାଇଛି ନାଟକଟିକୁ ମହେଶ୍ବର ମହାରଣା ରଚନା କରିଥିବା ବେଳେ ନିର୍ଦ୍ଦେଶନା ଦେଇଥଲେ ଗଞ୍ଜାମ ଯାତ୍ର ଟାଇଗର ଟୁଟୁ ପାଢ଼ି ବୁଲୁ ,ରଞ୍ଜନ ,ଶିବରାମ,ନାରାୟଣ,ସଞ୍ଜୟ,ନିରୂପମ,ଶିବ,ଜିଣ୍ଟୁ,ପିଣ୍ଟୁ,ଶିଶିର,ଜନା,ପଠାଣୀ,ନିରାକାର,ବିଦୁ,ବର୍ଷା, ଝୁରୁରୀ,ରୋଜି, ପ୍ରମୁଖ କଳାକାରମାନେ ଅଭିନୟ କରିଥିଲେ ଓମ୍ ଶ୍ରୀ ଚିତ୍ରାଳୟ ମଞ୍ଚ ସାଜ ସଜ୍ଜା କରିଥିବା ବେଳେ ମ୍ୟୁଜିକ ଦେଇଥିଲେ ସନ୍ତୋଷପୁରର କ୍ରିଷ୍ଣା ମ୍ୟୁଜିକ ଭୁବନେଶ୍ବରର ବିନ୍ଦାସ ଡ୍ୟାନ୍ସ ଗ୍ରୁପ ନୃତ୍ୟ ପରିବେଷଣ କରିଥିଲେ ନାଟକ କୁ ଉଦଘାଟନ କରିଥିଲେ ବଡକୋଦଣ୍ଡା ର ପୂର୍ବତନ ସରପଞ୍ଚ ଝୁନୁ ସେଠୀ ମୁଖ୍ୟ ଅତିଥି ରୂପେ ସୁବାଷ ଚନ୍ଦ୍ର ତାରିଣୀ ,ମୁଖ୍ୟ ବକ୍ତା ରମେଶ ଚନ୍ଦ୍ର ବେହେରା ,ସମ୍ମାନିତ ଅତିଥି ରୂପେ ତ୍ରିନାଥ ବେହେରା,ବିଜୟ ବିଷୋୟୀ ,ହୃଷିକେଶ ସେଠୀ,ଟିକେଶ୍ବର ସେଠୀ, ଉଦ୍ୟୋକ୍ତା ଅଭିମନ୍ୟୁ ସେଠୀ,ଅଜିତ କୁମାର ସେଠୀ,ଅଧିକାରୀ ସୁଦର୍ଶନ ସେଠୀ, ସହ ପରିଚାଳକ ସୁଦର୍ଶନ ସେଠୀ ପ୍ରମୁଖ ଯୋଗ ଦେଇ ଗ୍ରାମବାସୀଙ୍କୁ ଉଦବୋଧନ ଦେଇଥିଲେ ମଞ୍ଚ ପରିଚାଳନା କରିଥିଲେ ମାର୍ଗଦର୍ଶକ ପ୍ରସନ୍ନ କୁମାର ସେଠୀ ଅନ୍ୟମାନଙ୍କ ମଧ୍ୟରେ ପତିତପାବନ ନାଟ୍ୟ ସଂଘର ସଭାପତି ବି.ଲକ୍ଷ୍ମୀନାରାୟଣ ପାତ୍ର ,ବରିଷ୍ଠ କଳାକାର ଲଡୁ କିଶୋର ସାହୁ, ଆଙ୍କର ଚିରଞ୍ଜିବୀ ସାହୁ, ବଳରାମ ବେହେରା, ଦିନେଶ ପାଣିଗ୍ରାହୀ,ଜଗନ୍ନାଥ ବେହେରା, ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିଲେ ଏହି ଅବସରରେ ଅତିଥିବୃନ୍ଦ ତଥା ଗ୍ରାମର କିଛି ବରିଷ୍ଠ କଳାକାରଙ୍କୁ ଅନୁଷ୍ଠାନ ତରଫରୁ ସମ୍ବର୍ଦ୍ଧିତ କରାଯାଇଥିଲା

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ