ବର୍ଷା ପାଇଁ ଗୋଟେ ଗ୍ରାମର ୩୦ଜଣଙ୍କୁ ସ୍ଥାନାନ୍ତର କଲେ ବିଡିଓ
ମୋହନା,(ଅଂଶୁମାନ ପଣ୍ଡା):ଗଜପତି ଜିଲ୍ଲାପାଳଙ୍କ ନିର୍ଦେଶ କ୍ରମେ ପ୍ରତେକ ସ୍ଥାନରେ ପାହାଡ଼ ଉପରେ ଥିବା ଲୋକ ମାନଙ୍କୁ ଅନ୍ୟ ସ୍ଥାନ କିମ୍ବା ବିଦ୍ୟାଳୟ ରେ ନେଇ ରଖିବା ପାଇଁ | ଏହି ନିଅମକୁ ମାନି ମୋହନା ବିଡିଓ ବଂଶୀଧର ଖୁସଲା ବାଘମାରି ପଞ୍ଚାୟତର ବିଜିପୁର ଗ୍ରାମକୁ ଯାଇ ୩୦ ଜଣଙ୍କୁ ସ୍ଥାନାନ୍ତର କରିଛନ୍ତି |ଗତ କାଲିଠାରୁ ସ୍ଥାନୀୟ ପ୍ରାଇମେରୀ ବିଦ୍ୟାଳୟରେ ରଖା ଯାଇଛି, ସେମାନଙ୍କ ପାଇଁ ରନ୍ଧା ଖାଦ୍ୟ ର ବନ୍ଦବସ୍ତକରିବା ସହ ଜରୁରୀ କାଳୀନ ଔଷଧ ମଧ୍ୟ ଦିଆଯାଇଛି | ପ୍ରଶାସନର କର୍ମଚାରୀ ମାନଙ୍କୁ ସେଠି ରଖା ଯାଇଥିବା ବିଡିଓ ଶ୍ରୀ ଖୁସଲା କହିଛନ୍ତି |


