ବର୍ଷିୟାନ ସାମ୍ବାଦିକ ଶ୍ୟାମ୍ ଖେ।ସଲାଙ୍କ ପରଲେ।କରେ ଶେ।କ
ବ୍ରହ୍ମପୁର, (ଯୁଗାବ୍ଦ ନ୍ୟୁଜ) : ବର୍ଷିୟାନ ସାମ୍ବାଦିକ, ଜାତୀୟ ସାମ୍ବାଦିକ ୟୁନିଅନର ପ୍ରତିଷ୍ଠାତା ସଦସ୍ୟ, ଇଣ୍ଡିଅ ।ନ ମିଡିଅ । ସେଣ୍ଟର ଓ ପଞ୍ଚଦ୍ ଗବେଷଣା ଶିକ୍ଷାନୁଷ୍ଠାନର ପ୍ରତିଷ୍ଠାତା ନିର୍ଦ୍ଦେଶକ, ବିଶିଷ୍ଟ ଶ୍ରମିକ ନେତା, ପ୍ରେସ୍ କାଉନସିଲର ପୂର୍ବତନ ସଦସ୍ୟ ଶ୍ୟାମ ଖେ।ସ୍ଲାଙ୍କ ମଙ୍ଗଳବାର ରାତ୍ର ଦିଲ୍ଲୀ ସୁରଜ ମଲ୍ ବିହାର ବାସଭବନ ଠାରେ ୮୮ ବର୍ଷ ବୟସରେ ପରଲେ।କ ହେ ।ଇଯାଇଛି । ଦୀର୍ଘବର୍ଷ ଧରି ସେ ଅସୁସ୍ଥ ଥିଲେ । ମୃତ୍ୟୁ ବେଳକୁ ତାଙ୍କର ଦୁଇ କନ୍ୟା, ଜାମାତା, ପରିବାର ସଦସ୍ୟ ଓ ବହୁ ସାମ୍ବାଦିକ ଉପସ୍ଥିତ ଥିଲେ । ସ୍ୱର୍ଗତ ଖେ ।ସଲାଙ୍କ ଜ୍ୟେଷ୍ଠ କନ୍ୟା ସୁମେଧା ଭରଦ୍ୱାଜ ଭାରତ ସରକାରଙ୍କ ସୂଚନା ଓ ପ୍ରସାରଣ ବିଭାଗର ଜଣେ ବରିଷ୍ଠ ଅଧିକାରୀ ଭାବେ କାଯର୍ୟ କରୁଛନ୍ତି । ଭାରତୀୟ ସାମ୍ବାଦିକ ଜଗତରେ ସେ ଜଣେ ଉଜ୍ୱଳତମ ନକ୍ଷତ୍ର ଥିଲେ । ଚଣ୍ଡିଗଡ଼, ଦିଲ୍ଲୀରେ ଇଂରାଜୀ ପତ୍ରିକା ଇଣ୍ଡିଅ ।ନ ଏକ୍ସପ୍ରେସରେ ଦୀର୍ଘଦିନ ଧରି ସାମ୍ବାଦିକତା କରିଥିଲେ । ୧୯୭୫ ଜରୁରୀକାଳିନ ପରିସ୍ଥିତି ବେଳେ ଗିରଫ ହେ।ଇ ୧୯ ମାସ କାରାବରଣ କରିଥିଲେ । ବିଭିନ୍ନ ୱେଜ ବେ।ର୍ଡର ସଦସ୍ୟ ଭାବେ କାଯର୍ୟ କରି ସାମ୍ବାଦିକମାନଙ୍କ ସୁରକ୍ଷା ଓ ଅଧିକାରକୁ ସାବ୍ୟସ୍ତ କରିବାରେ ଧୁରନ୍ଧର ଥିଲେ । ଜାତୀୟ ସାମ୍ବାଦିକ ୟୁନିଅନର ସଭାପତି ଭାବେ କାଯର୍ୟ କରି ସଂଗଠନକୁ ବେଶ କ୍ରିୟାଶୀଳ କରାଇପାରିଥିଲେ । ତାଙ୍କ ବିୟେ ।ଗରେ କେନ୍ଦ୍ର ସୂଚନା ଓ ଲେ ।କ ସମ୍ପର୍କ ବିଭାଗ ମନ୍ତ୍ରୀ ପ୍ରକାଶ ଜାଭେଦକର, ପୂର୍ବତନ ସୂଚନା ଓ ଲେ ।କ ସମ୍ପର୍କ ବିଭାଗ ମନ୍ତ୍ରୀ ରାଜ୍ୟବର୍ଦ୍ଧନ ସିଂ ରାଠେ।ର, ହିମାଚଳ ପ୍ରଦେଶ ମୁଖ୍ୟମନ୍ତ୍ରୀ ରାମ ଠାକୁର, ପାଓନିୟରର ସମ୍ପାଦକ ଚନ୍ଦନ ମିତ୍ର, ଇଣ୍ଡିଅ।ନ ମାସ୍ କମ୍ୟୁନିକେସନର ମୁଖ୍ୟ କେ.ଜି. ସୁରେଶ, ଜାତୀୟ ସାମ୍ବାଦିକ ୟୁନିଅନର ପୂର୍ବତନ ସଭାପତି ରବି ରଥ, ଜାତୀୟ ସାମ୍ବାଦିକ ସଂଘର କର୍ମକର୍ତ୍ତାଙ୍କ ସହିତ ପ୍ରମୁଖ ଭାରତ ବର୍ଷର ବିଭିନ୍ନ ସଂଗଠନ ଗଭୀର ଶେ।କ ପ୍ରକାଶ କରିବା ସହ ସ୍ୱର୍ଗତ ଅ ।ତ୍ମାର ସଦଗତି କାମନା କରି ସାମ୍ବାଦିକତା ଜଗତରେ ଏକ ଶୂନ୍ୟ ସ୍ଥାନ ସୃଷ୍ଟି କଲା ବେ ।ଲି ପ୍ରକାଶ କରିଥିଲେ ।


