ବାଗଦାଦ୍ ବିମାନଘାଟିରେ ଆମେରିକାର ଏୟାରଷ୍ଟ୍ରାଇକ୍‌, ୮ ମୃତ

ବାଗଦାଦ୍‌ : ବାଗଦାଦ୍‌ର ବିମାନଘାଟି ଉପରେ ଆମେରିକା ଏୟାର ଷ୍ଟ୍ରାଇକ୍‌ କରିଛି । ଏଥିରେ କମାଣ୍ଡର ଜେନେରାଲ୍‌ କାସିମ୍‌ ସୁଲେମାନିଙ୍କ ସମେତ ୮ଜଣ ଅଧିକାରୀଙ୍କ ମୃତ୍ୟୁ ହୋଇଛି। ଆମେରିକାର ପ୍ରତିରକ୍ଷା ମନ୍ତ୍ରଣାଳୟ ଅନୁସାରେ ଏହି ଆକ୍ରମଣ ପାଇଁ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ଆଦେଶ ଦେଇଥିଲେ। ଏହି ଆକ୍ରମଣରେ ଡେପୁଟି କମାଣ୍ଡର୍‌ ଆବୁ ମହାଦି ଅଲ୍‌- ମୁହାନ୍ଦିସ୍‌ଙ୍କର ମଧ୍ୟ ମୃତ୍ୟୁ ହୋଇଥିବାର ସୂଚନା ରହିଛି । ଏହି ଆକ୍ରମଣ ପରେ ମଧ୍ୟପୂର୍ବରେ ଏକ ନୂତନ ମୋଡ଼ ଆସିଛି । ଏହି ଘଟଣା ପରେ ଇରାନ୍‌ ସୈନ୍ୟ ବଳ ଦ୍ବାରା ଇସ୍ରାଏଲ୍‌ ଓ ଆମେରିକା ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ହେବାର ସମ୍ଭାବନା ରହିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ