ବାବା ପ୍ରଭୁଦତ୍ତଙ୍କ ହତ୍ୟା ମାମଲାରେ ଅଭିିଯୁକ୍ତକୁ ଆଜିବନ କାରାଦଣ୍ଡ

ଜଗତସିଂହପୁର : ପାଣ୍ଡରା ଆଶ୍ରମର ବାବା ପ୍ରଭୁଦତ୍ତ ହତ୍ୟା ମାମଲାରେ ଅଭିଯୁକ୍ତଙ୍କୁ ଆଜୀବନ କାରାଦଣ୍ଡର ଶୁକ୍ରବାର ଶୁଣାଣୀ ହୋଇଛି । ଅଭିଯୁକ୍ତଙ୍କୁ ଛପଡା ଗ୍ରାମର ସୁବାସ ବିଶ୍ୱାଳଙ୍କୁ ଆଜିବନ କାରାଦଣ୍ଡ ହୋଇଛି ।ଏହି ରାୟ ଜଗତସିଂହପୁର ଜିଲ୍ଲା ଦୈାରାଜର୍ଜ ରାୟ ଶୁଣାଇଛନ୍ତି । ସୂଚନାଯୋଗ୍ୟ ଯେ ୨୦୧୪ ମସିହାରେ ପାଣ୍ଡରା ଗ୍ରାମର ବାବା ପ୍ରଭୁଦତ୍ତଙ୍କୁ ଅତି ନିର୍ମମ ଭାବେ ହତ୍ୟା କରାଯାଇଥିଲା । ଏହି ଘଟଣାରେ ଶୁକ୍ରବାର ଅଭିଯୁକ୍ତକୁ ଆଜୀବନ ସଜ୍ଜାରାୟ ଦେଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ