ବିଜେଡିକୁ ବାଏ ବାଏ କଲେ ମୋହନା ବିଧାୟିକା
ନିର୍ବାଚନ ତାରିଖ ପାଖେଇ ଆସୁଛି । ଗୋଟିଏ ପରେ ଗୋଟିଏ ବିଧାୟକ ମାନେ ବିଜେଡି କୁ ବାଏ ବାଏ କରୁଛନ୍ତି । ପୂର୍ବରୁ ବହୁ ବିଧାୟକ ବିଜେଡିକୁ ବାଏ ବାଏ କରୁଥିବା ସମୟରେ ବିଜେଡିକୁ ଗୋଟିଏ ପରେ ପରେ ଗୋଟିଏ ଝଟକା ଲାଗିଛି । ଆଜି ପୁଣି ଥରେ ମୋହନା ବିଧାୟକ ବାସନ୍ତି ମଲ୍ଲୀକ ଦଳର ପ୍ରାଥମିକ ପଦର ୁ ଇସ୍ତଫା ଦେଇଛନ୍ତି ।ଏହା ସହ କହିଛନ୍ତି ପ୍ରଥମ ପର୍ଯ୍ୟାୟ ଓ ଦ୍ୱିତୀୟ ପଯ ର୍୍ୟାୟ ପ୍ରାର୍ଥୀ ପତ୍ର ଦାଖଲ ସମୟରେ ପ୍ରାର୍ଥୀ ଟିକେଟ ନମିଳିବାରୁ ସେ ଅସନ୍ତୋଷ ପ୍ରକାଶ କରିଛନ୍ତି । ବାସନ୍ତିଙ୍କ ବଦଳରେ ପୂର୍ଣ୍ଣବାସୀ ନାଏକଙ୍କ ୁ ଟିକେଟ ଦେଇଛି । ପୂର୍ବରୁ ୩ ସାଂସଦ ଓ ୫ ବିଧାୟକ ଦଳ ଛାଡିଛନ୍ତି ।


