ବିଜେଡିରଇସ୍ତାହାର କମିଟିର ଅଧ୍ୟକ୍ଷ ହେଲେ ବେଦପ୍ରକାଶ ଅଗ୍ରଓ୍ଵାଲ୍‌

ଗୁରୁବାର ମଧ୍ୟାହ୍ନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଜେଡିର ଇସ୍ତାହାର କମିଟି ଘୋଷଣା କରିଛନ୍ତି। ଇସ୍ତାହାର କମିଟିର ଅଧ୍ୟକ୍ଷ ହେଉଛନ୍ତି ବେଦପ୍ରକାଶ ଅଗ୍ରଓ୍ଵାଲ୍‌, ସହ-ଅଧ୍ୟକ୍ଷ ଭାବେ ନିଯୁକ୍ତ ହୋଇଛନ୍ତି ପ୍ରସନ୍ନ ଆଚାର‌୍ୟ୍ୟ, ସୌମ୍ୟରଞ୍ଜନ ପଟ୍ଟନାୟକ ଓ ମଙ୍ଗଳା କିଷାନ।
କମିଟି ସହ-ଅଧ୍ୟକ୍ଷ ଅଛନ୍ତି ପଦ୍ମନାଭ ବେହେରା, କୁସ୍ତୁରୀ ମହାପାତ୍ର।
ଅଚ୍ୟୁତ ସାମନ୍ତ, ଅତନୁ ସବ୍ୟସାଚୀ, ସଞ୍ଜୟ ଦାସବର୍ମା, ଅନଙ୍ଗ ଉଦୟ ସିଂହଦେଓ, ଭର୍ତ୍ତୃହରି ମହତାବ, ନବ ଦାସ, ନଳିନୀ ପ୍ରଧାନ, ସୁଦାମ ମାରାଣ୍ଡି, ରମେଶ ମାଝୀ, ଅରୁଣ ସାହୁ, ରବି ନନ୍ଦ, ସୁବାସ ସିଂହ ଭଳି ନେତୃବୃନ୍ଦ ମଧ୍ୟ ଏହି କମିଟିରେ ଅନ୍ତର୍ଭୁକ୍ତ ହୋଇଛନ୍ତି।
ଏହାଛଡ଼ା କେତେକ ଚାଷୀନେତା, ଆଇଟି ଉଇଙ୍ଗ୍‌ ମୁଖ୍ୟ, ମହିଳା ସ୍ୱଂୟସହାୟିକା ଗୋଷ୍ଠୀ ଓ ଛାତ୍ରନେତାଙ୍କୁ ମଧ୍ୟ ଇସ୍ତାହାର କମିଟିରେ ସାମିଲ କରାଯାଇଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ