ବିଶ୍ୱତାରିଣୀ ମହିଳା ମହାବିଦ୍ୟାଳୟରେ ଜାତୀୟସେବା ଶିବିର 

ହାଟଡ଼ିହି, ,(ଯୁଗାବ୍ଦ ନ୍ୟୁଜ୍‌) : ଛେନାପଦି ଛକ ସ୍ଥିତ ମା ବିଶ୍ୱତାରିଣୀ ମହିଳା ମହାବିଦ୍ୟାଳୟର ସ୍ୱତନ୍ତ୍ର ଜାତୀୟ ସେବା ଶିବିର ଅନୁଷ୍ଠିତ ହୋଇଛି । ୭ଦିନ ଧରି ଚାଲିବାକୁ ଥିବା ଏହି ଶିବିରକୁ ଅଧ୍ୟକ୍ଷ ପ୍ରଶାନ୍ତ କୁମାର ପହି ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ । ଛାତ୍ରୀମାନେ କଲେଜ ପରିସର ସଫେଇ କରବା ସହିତ ବୃକ୍ଷରୋପଣ କାର୍ଯ୍ୟକ୍ରମ ଆରମ୍ଭ କରିଛନ୍ତି । ୭ଦିନ ଧରି ଚାଲିବାକୁ ଥିବା ଏହି ଶିବିରକୁ ପ୍ରୋଗ୍ରାମ ଅଫିସର ଝରଣା ବରାଳ, ବେଦମତୀ ନାୟକ ପରିଚାଳନା କରୁଥିବାବେଳେ ଅଧ୍ୟାପକ ଅଭିରାମ ସାହୁ, ଭକ୍ତ ଶେଖର ସ୍ୱାଇଁ, ସୁବାସ ପାତ୍ର, ମଧୁସୁଦନ ପାଢ଼ୀ, ସଂଯୁକ୍ତା ଲେଙ୍କା, ଦେବେନ୍ଦ୍ର କୁଆଁ, ମଦନ ମୋହନ ଜେନା ପ୍ରମୁଖ ଉଦଘାଟନ ଉତ୍ସବରେ ଉପସ୍ଥିତ ଥିଲେ । ସ୍ୱପ୍ନା ସାଗରିକା ବେହେରା, ପ୍ରଲିପସା ଜେନା, ଶୁଭସ୍ମିତା ଜେନା, ସ୍ନେହଲତା ଜେନା, ସୀମାଲି ଓଝା, ଲିପା ଦେହୁରୀ, ପ୍ରଭାସିନି ସା, ଆରତୀ ଦାସ, ନମିତା ନାୟକ, ଝରଣା ଜେନା, ରଶ୍ମିତା ବେହେରା, ମିତାଞ୍ଜଳୀ ସାହୁ, ସ୍ୱପ୍ନାଜିତ ଶଙ୍ଖୁଆ, ପ୍ରଭାତି ମହାନ୍ତି, କ୍ଷଣପ୍ରଭା ପ୍ରଧାନ, ସ୍ମୃତିରେଖା ଜେନା, ମମତା ସେଠୀ, ସୁଜାତା ନାୟକ, ଲକ୍ଷ୍ମୀପ୍ରୀୟା ସେଠୀ ପ୍ରମୁଖ ଛାତ୍ରୀମାନେ ଶିବିରରେ ଯୋଗଦେଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ