ବୁଗୁଡ଼ାରେ ଗଠନ ହେଲା ମିଳିତ ପ୍ରାଥମିକ ଶିକ୍ଷକ ମହାସଂଘ

ବୁଗୁଡା, (ଅନିଲ କୁମାର ମହାରଣା):ଗଞ୍ଜାମ ଜିଲ୍ଲା ଅନ୍ତର୍ଗତ ବୁଗୁଡା ବ୍ଲକରେ ବିଭିନ୍ନ ପ୍ରାଥମିକ ଶିକ୍ଷକ ସଂଘ କର୍ମକର୍ତ୍ତା ମିଳିତ ବୈଠକରେ ଏକତ୍ରିତ ହୋଇ ମିଳିତ ପ୍ରାଥମିକ ଶିକ୍ଷକ ମହାସଂଘରେ ସାମିଲ ହୋଇଥିବା ଜଣାପଡିଛି। ଏହି ବୈଠକରେ ବିଧିବଦ୍ଧ ଭାବେ ମିଳିତ ପ୍ରାଥମିକ ଶିକ୍ଷକ ମହାସଂଘ ଗଠନ ହୋଇ ସର୍ବସମ୍ମତି କ୍ରମେ କର୍ମକର୍ତ୍ତା ନିର୍ବାଚନ ହୋଇ ଶପଥ ପାଠ ଅନୁଷ୍ଠିତ ହୋଇଯାଇଛି। ବୁଗୁଡା ବ୍ଲକ ମିଳିତ ପ୍ରାଥମିକ ଶିକ୍ଷକ ମହାସଂଘ କର୍ମକର୍ତ୍ତାମାନେ ହେଲେ ଉପଦେଷ୍ଟା ମଣ୍ଡଳୀ- ମନୋରଞ୍ଜନ ଦାଶ, ସୀମାଞ୍ଚଳ ସେଠୀ, ନଗେନ୍ଦ୍ର ନାଥ ଷଡଙ୍ଗୀ, ଓ ପୁରୁଷୋତ୍ତମ ପ୍ରଧାନ, ସଭାପତି- ପିତାମ୍ବର ଗୌଡ଼, ଉପସଭାପତି-ସନ୍ତୋଷ କୁମାର ପାତ୍ର ଓ ଉପସଭାନେତ୍ରୀ-ସୁଜ୍ଞାନୀ ପଟ୍ଟନାୟକ, ସମ୍ପାଦକ- ସନାତନ ପ୍ରଧାନ, ସହସମ୍ପାଦକ- ନିରଞ୍ଜନ ଗୌଡ଼, କୋଷାଧ୍ୟକ୍ଷ- ରାଜେଶ କୁମାର ସାହୁ, ଉପକୋଷାଧ୍ୟକ୍ଷ- ଗୋପାଳ କୃଷ୍ଣ ନାୟକ, ସମୀକ୍ଷକ- ପୂର୍ଣ୍ଣଚନ୍ଦ୍ର ବେହେରା, ସନ୍ତୋଷ କୁମାର ସେଠୀ ଓ ଅପରାଜିତା ବେହେରା, ଜିଲ୍ଲା ପ୍ରତିନିଧି- ମାନସ ରଞ୍ଜନ ସେଠୀ ଓ ନାରାୟଣ ମହାନ୍ତି, ବ୍ଲକ ସଂଯୋଜକ- ସତ୍ୟ ସେଠୀ, ମିଡିଆ ପ୍ରତିନିଧି- ଗୁରୁ ଚରଣ ନାୟକ ଓ ଅଳିଅ ସାମଲ

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ