ବୋଲ୍ଡ ଫଟୋସୁଟ୍‌କୁ ନେଇ ଚର୍ଚ୍ଚାରେ ଭୂମି ପେଡେନ୍‌କର୍‌

ମୁମ୍ବାଇ : ଅଭିନେତ୍ରୀ ଭୂମି ପେଡେନ୍‌କର୍‌ ଏବେ ନିଜର ଏକ ବୋଲ୍ଡ ଫଟୋସୁଟ୍‌କୁ ନେଇ ଚର୍ଚ୍ଚାରେ ରହିଛି। ଫ୍ୟାସନ୍‌ ଫଟୋଗ୍ରାଫର୍‌ ଡବ୍ବୁ ରତାନୀଙ୍କ ପାଇଁ ଭୂମି ଟପଲେସ୍‌ ଫଟୋ ସୁଟ୍‌ କରିଛନ୍ତି। ତବ୍ବୁଙ୍କ କ୍ୟାଲେଣ୍ଡର୍‌ ପାଇଁ ଭୂମି ଏହି ଫଟୋ ଉଠାଇଛନ୍ତି। ଏଥିରେ ଭୂମି ଏକ ବାଥଟବ୍‌ରେ ଟପଲେସ୍‌ ରହିଥିବାର ନଜର ଆସିଛନ୍ତି। ଭୂମି ଏହି ଫଟୋକୁ ଇନ୍‌ଷ୍ଟାଗ୍ରାମ୍‌ରେ ସେୟାର କରିଛନ୍ତି। ଭୂମି ଏବେ ଫିଲ୍ମ ’ଦୁର୍ଗାବତୀ’ରେ ନଜର ଆସିବେ। ଏହି ଫିଲ୍ମଟି ନାରୀକୈନ୍ଦ୍ରିକ ହୋଇଥିବାବେଳେ ଫିଲ୍ମର ସମସ୍ତ ଦାୟିତ୍ବ ତାଙ୍କ କାନ୍ଧ ଉପରେ ରହିଛି। ସେହିପରି ଭୂମି ଭିକି କୌଶଲଙ୍କ ଅଭିନୀତ ‘ଭୂତ ପାର୍ଟ-୧’ ଆସନ୍ତା ଫେବୃଆରୀ ୨୧ ତାରିଖରେ ରିଲିଜ୍‌ ହେବ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ