ବୋରି ଉଚ୍ଚ ବିିଦ୍ୟାଳୟରେ ସ୍ୱାଧିନତା ଦିବସ ପାଳିତ

ଗାଙ୍ଗପୁର,(ଯୁଗାବ୍ଦ ନ୍ୟୁଜ୍) : ବୋରି ଉଚ୍ଚ ବିଦ୍ୟାଳୟରେ ରେ ସ୍ୱାଧିନତା ଦିବସ ନିରାଡମ୍ବର ସହିତ ପାଳିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଗାଙ୍ଗପୁର ସଂରପଞ୍ଚ ସୁରେନ୍ଦ୍ର କୁମାର ଡାକ୍ୁଆ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ବିଦ୍ୟାଳୟର ଗୈାର ଚନ୍ଦ୍ର ବିଷୋୟୀଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ । ଏହି ସ୍ୱାଧିନତା ଦିବସ ଅବସରରେ ଭାଷଣ କଳା , କୁଇଜ୍ ଆଦି ପ୍ରତିଯୋଗିତାରେ କୃତି ହୋଇଥିବା ଛାତ୍ର ଛାତ୍ରୀ ମାନଙ୍କୁ ସାର୍ଟିଫିକେଟ ସହ ପୁରସ୍କାର ବଣ୍ଟନ କରାଯାଇଥିଲା ।  ଏହା ପରେ ଜାତୀୟ ପତାକା ଉତୋଳନ କରାଯାଇଥିଲା । ଏହା ପରେ ଜାତୀୟ ସଂଗୀତ ଗାନ କରାଯାଇଥିଲା । ଶେଷରେ ଛାତ୍ରଛାତ୍ରୀ ମାନଙ୍କୁ ମିଷ୍ଟାନ୍ନ ବଣ୍ଟନ କରାଯାଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ