ଗଞ୍ଜାମ ବୋରୱେଲ ମଧ୍ୟରୁ ଗାଈ ଉଦ୍ଧାର 05/06/2020 YWPSENU8 0 Comments ବୋରୱେଲ ମଧ୍ୟରୁ ଗାଈ ଉଦ୍ଧାର ବୁଗୁଡା,(ଅନିଲ ମହାରଣା): ସ୍ଥାନୀୟ ପୂର୍ତ୍ତ ବିଭାଗ ରାସ୍ତାରୁ ମାଣିତରା ଗ୍ରାମକୁ ଆସିବା ଛକ ନିକଟରେ ନୂତନ ଭାବେ ଖନନ ହୋଇଥିବା ଏକ ବଡ଼ ବୋର ୱେଲ ମଧ୍ୟରେ ଏକ ଗାଈ ପସିଯାଇଥିବା ବେଳେ ବୁଗୁଡା ଦମକଳ ବାହିନୀ ଆସି ଉଦ୍ଧାର କରିଥିaû କରିଥିବା ଜଣାପଡିଛି । Spread the love