ବ୍ଲକରେ ବିଲ ହେଉ ନଥିବା ପ୍ରତିବାଦରେ ଆନ୍ଦୋଳନ
ମୋହନା, (ଅଂଶୁମାନ ପଣ୍ଡା): ଗଜପତି ଜିଲ୍ଲା ର ମୋହନା ବ୍ଲକ ଏକ ବଡ଼ ବ୍ଲକ ହୋଇଥିବା ବେଳେ ଏଠି ଉନ୍ନତି ପାଇଁ ସରକାର ବହୁ ଯୋଜନା ମାଧ୍ୟମ ରେ ଅନେକ ଅର୍ଥ ଦେଉଛନ୍ତି, ହେଲେ ଏହି ବ୍ଲକ ସମୁଦ୍ରକୁ ଶଙ୍ଖେ ପାଣି ଭଳି ଚାଲିଛି , କାରଣ ଏହି ବ୍ଲକ ରେ ପିସି କାରବାର ଅଧିକ ଥିବାରୁ ଏଠି ସରକାରୀ ଯନ୍ତ୍ରୀ ମାନେ ନିର୍ବାହୀ ଯନ୍ତ୍ରୀ ପଦବୀ କୁ ଛାଡିବାକୁ ନାରାଜ ବ୍ଲକ ରେ ବହୁ ବର୍ଷ ହେଲା ନିର୍ବାହୀ ଯନ୍ତ୍ରୀ ପଦବୀ ଖାଲି ଥିଲା ଏହାକୁ ପୂରଣ ପାଇଁ ବହୁ ବାର ଖବର କାଗଜ ରେ ପ୍ରକାଶ ପରେ ପଞ୍ଚାୟତ ରାଜ ବିଭାଗ ୨୮,୬ରେ କୁଦଣ୍ଡ ପାଣିଗ୍ରାହୀ ଙ୍କୁ ମୋହନା ବ୍ଲକ ରେ ନିର୍ବାହୀ ଯନ୍ତ୍ରୀ ଭାବେ ନିର୍ଯୁକ୍ତି କରାଇଥିଲେ କିନ୍ତୁ ପୂର୍ବତନ ଜିଲ୍ଲାପାଳ ଅନୁପମ ସାହା ପଞ୍ଚାୟତ ରାଜ ବିଭାଗ ର ନୟମ କୁ ଉଲଙ୍ଘନ କରି ଦୁଇଟି ସହକାରୀ ଯନ୍ତ୍ରୀ ଜଗବନ୍ଧୁ ଆଚାର୍ଯ୍ୟ ଓ ମନୋଜ କୁମାର ଦାଶ ଙ୍କୁ ନିର୍ବାହ ଯନ୍ତ୍ରୀ ପଦବୀକୁ କୁ ତିନି ଭାଗ ରେ ବାଣ୍ଟି ଦେଇଥିଲେ ଯାହାକି ପଡ଼ଷୀ ଜିଲ୍ଲା ରେ ଏଭଳି ଘଟଣା ଘଟିଥିଲା ଯାହାକୁ ନେଇ ଉଚ୍ଚ ନିଅଳୟ ର ଦ୍ୱାରସ୍ଥ ହେଇଥିଲେ ନିର୍ବାହ ଯନ୍ତ୍ରୀ ଏବଂ ଅତିରକ୍ତି ପ୍ରକଳ୍ପ ନିଦେଶ ଙ୍କ ବିରଧ ରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ହୋଇଥିଲା ସେଇ ଭଳି ଘଟଣା ମୋହନା ବ୍ଲକ ରେ ଘଟିଛି ଯାହାକି ଗତ ୩ ମାସ ହେଲା ବ୍ଲକରେ ଉନ୍ନୟନ ମୁଳକ କାମର ବିଲ ହେଉ ନ ଥିବା ପ୍ରତିବାଦରେ ବ୍ଲକ ଅଫିସ ତାଲା ପକାଇବା ସହ ଅଫିସ ଆଗରେ ଧାରଣାରେ ବସିଛନ୍ତି ଜନପ୍ରତିନିଧି ଓ ଅଂଚଳର ଜନସାଧାରଣ । ଗଜପତି ଜିଲ୍ଲା ମୋହନା ବ୍ଲକରେ ଗତ ମେ ମାସରେ କୁଦଣ୍ଡ ପାଣିଗ୍ରାହୀ ସହକାରୀ ନିର୍ବାହୀ ଯନ୍ତ୍ରୀ ଭାବେ କାର୍ଯ୍ୟରେ ଯୋଗ ଦେବା ପରଠାରୁ ସେ ଜନସାଧାରଣ ଙ୍କ ଉନ୍ନୟନ ମୂଳକ କାମର ଚେକ ମେଜରମେଣ୍ଟ ନ କରିବା ଓ ଉନ୍ନୟନ କାମର ବିଲ ପାସ କରୁଥିବା ନଥିବାରୁ ଜନସାଧାରଣ ହଇରାଣ ହେଉଥିବା ଅଭିଯୋଗ କରିବା ସହ ତୁରନ୍ତ ସହକାରୀ ନିର୍ବାହୀ ଯନ୍ତ୍ରୀ କୁଦଣ୍ଡ ପାଣିଗ୍ରାହୀଙ୍କୁ ବଦଳି କରାଯାଉ ବୋଲି ଦାବି କରିଛନ୍ତି । ଏନେଇ, ସହକାରୀ ନିର୍ବାହୀ ଯନ୍ତ୍ରୀ କହିଛନ୍ତି, ସେ କାର୍ଯ୍ୟରେ ଯୋଗ ଦେବାପରଠାରୁ ସମସ୍ତ ଫିଲଡ଼ ବୁଲି କାମ କରୁଥିବା ବେଳେ କିଛି ଯନ୍ତ୍ରୀ ତାଙ୍କୁ ସହଯୋଗ କରୁନାହାନ୍ତି । ମୋହନା ବ୍ଲକରେ ସେ ଯୋଗ ଦେବା ପୂର୍ବରୁ ବ୍ଲକରେ ଦୁଇ ଜଣ ସହକାରୀ ଯାନ୍ତ୍ରିଜଗବନ୍ଧୁ ଆଚାର୍ଯ୍ୟ, ମନୋଜକୁମାର ଦାସଙ୍କ ଦ୍ୱାରା ଚେକ ମେଜରମେଣ୍ଟ କରି କାମର ବିଲ କରୁଥିଲେ ।ତେବେ ସହକାରୀ ନିର୍ବାହୀ ଯନ୍ତ୍ରୀ କାର୍ଯ୍ୟରେ ଯୋଗ ଦେବାପରେ ଉଭୟଙ୍କ ଯନ୍ତ୍ରୀ ଯନ୍ତ୍ରୀଙ୍କ ମଧରେ ବିବାଦ ଉପୁଜିବାରୁ ପୂର୍ବତନ ଜିଲ୍ଳାପାଳ ଅନୁପମ ସାହା ବ୍ଲକର ୩୯ ପଞ୍ଚୟତକୁ ବିଭାଜନ କରି ୩ ଜଣ ଯନ୍ତ୍ରୀଙ୍କ ମଧ୍ୟରେ ଦାୟିତ୍ୱ ବଣ୍ଟନ କରିଛନ୍ତି ଏହା ସହ ବିଡିଓ ମଧ୍ୟ ଯନ୍ତ୍ରୀ ମାନଙ୍କୁ ମାନକରୁଛନ୍ତି କୁଦଣ୍ଡ ପାଣିଗ୍ରାହୀ ଙ୍କ ନିକଟ କୁ ଯିବାକୁ ଦସ୍ତଖତ ପାଇଁ। ତାହାକୁ ସହକାରୀ ନିର୍ବାହୀ ଯନ୍ତ୍ରୀ ବିରୋଧ କରିବା ସହ ପୂର୍ବତନ ଜିଲ୍ଳାପାଳ ଅଜ୍ଞାତ ସାରରେ ସେହି ଚିଠି ଅର୍ଡର କରିଛନ୍ତି ବୋଲି କହିଛନ୍ତି । ଲାଗି ରହିଥିବା ବିବାଦର ଖୁବ ଶିଘ୍ର ସମାଧାନ କରାଯିବ ବୋଲି ବିଡ଼ିଓ କହିଥିଲେ ଅନିୟ ପଟେ ପଞ୍ଚାୟତ ରାଜ ବିଭାଗ ପକ୍ଷରୁ କୁଦଣ୍ଡ ପାଣିଗ୍ରାହୀ ଙ୍କୁ ଅନ୍ୟ ସ୍ଥାନ କୁ ବଦଳି କରାଯାଇଛି ଗୁରୁବାର ଦିନ ମଧ୍ୟାନ ରେ ପ୍ରକାଶ ଥାଉକି ମୋହନା ବ୍ଲକ ରେ ଆଗରୁ ସରକାରୀ ଯନ୍ତ୍ରୀ ମାନେ ଅନେକ ସମୟ ରେ ବିଲ କରି ଅନେକ ଟଙ୍କା ହଡପ କରିଛନ୍ତି ଏପରିକି ସରକାରୀ ଅଧିକାରୀଙ୍କ ବିରୋଧରେ ରେ ଚୁଗୁଲି କରି ଆସୁଛନ୍ତି ଯନ୍ତ୍ରୀ ଜଗବନ୍ଧୁ ଆଚାର୍ଯ୍ୟ ଏଭଳିକ ଜିଲ୍ଲା ଅଧିକାରୀ ମାନଙ୍କୁ ବଦନାମ କରି ଆସିଛନ୍ତି ସେଇ ଭଳି ସରକାରୀ ଯନ୍ତ୍ରୀ ଙ୍କୁ କାହିଁକି ଜିଲ୍ଲା ପାଳ ପଦେଖିପ ନେଉନାହାନ୍ତି ନା ସବୁ ଜଣି ଜିଲ୍ଲା ପ୍ରଶାସନ ଚୁପ ରହିଛନ୍ତି ଏପରିକି ଅଞ୍ଚଳରେ କିଛି ଲୋକ ଙ୍କୁ ହାତ ଗୁଞ୍ଜା ଦେଇ ଅନେକ ସମୟ ରେ ଆନ୍ଦଳନ ପାଇଁ ସିକାଇଛନ୍ତି ସରକାରୀ ଗୃହ ଭାଙ୍ଗିବା ପରେ ସରକାରୀ ଦିନିଷ କୁ ରାତି ଅଧିଆ ନିଜ ଘରେ କାମ କରୁଥିବା କର୍ମଚାରୀ ଙ୍କୁ ଦେଇଛନ୍ତି ତେଣୁ ଏହାର ତଦନ୍ତ କରି ଉଚିତ ପଦେଖିପ ନେବା ପାଇଁ ବୁଦ୍ଧିଜୀବୀ ମୋହଲ ରେ ଦାବି ହୋଇଛି


