ଭୋଟର ମାନଙ୍କୁ ସଚେତନତା ପାଇଁ ପଦଯାତ୍ରା

ଫୋରମ ଫୋର ଗଞ୍ଜାମ ତରଫରୁ ଏକ ଭୋଟର ସଚେତନା ପାଇଁ ଆଜି ସକାଳ ୭ଟାରେ ପଦଯାତ୍ରା ହୋଇଥିଲା । ବ୍ରହ୍ମପୁର ଗାନ୍ଧୀନଗର ଛକ ସ୍ଥିତ ମହାତ୍ମା ଗାନ୍ଧୀଙ୍କ ପ୍ରିତିମୂର୍ତ୍ତ ରେ ମାଲ୍ୟାର୍ପଣ ତଥା ରାମଧୁନ ସହ ଆରମ୍ଭ କରାଯାଇ ସହରର ବିଭିନ୍ନ ରାସ୍ତା ଓ ଗଳି ମଧ୍ୟ ରେ ଆୟୋଜିତ କରାଯାଇଥିଲା । ପଦଯାତ୍ରୀ ମାନେ ଧବଳ ପେଷାକ ଓ ଧଳା ପଗଡି ସହ ନିର୍ବାଚନରେ ହିଂସା,ନିଶା, ଓପ୍ରୋଲଭନ ରୁ ଦୂରେଇ ରହି ନିର୍ବାଚନ ପ୍ରକ୍ରିୟା କୁ କିଭଳି ଶାନ୍ତି ଭାବେ ଶେଷ କରାଯିବ ସ୍ଲୋଗାନ ର ନାରା ଦେଇଥିଲେ । ଏହି ପଦଯାତ୍ରା ରେ ଫୋରମ ଫର ଗଞ୍ଜାମର ସକ୍ରିୟ ସଦସ୍ୟ ମାନେ ଯୋଗ ଦେଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ