ମଞ୍ଜୁରୀରୋଡ ଠାରୁ ବେଆଇନ ବାଲିଟ୍ରାକ୍ଟର ଜବତ

ଭଣ୍ଡାରିପୋଖରୀ,(ଦୁର୍ଯ୍ୟୋଧନ ଲେଙ୍କା): ଭଣ୍ଡାରିପୋଖରୀ ଥାନା ମଞ୍ଜୁରୀରୋଡ ଅଞ୍ଚଳରୁ ଫାଣ୍ଡି କର୍ମଚାରୀ ମାନେ ଏକ ବେଆଇନ ବାଟି ଟ୍ରାକ୍ଟର ଜବତ କରିଛନ୍ତି । ଟ୍ରାକ୍ଟରଟି ଝୁଟୁଣା ସ୍ଥିତ ବେଆଇନ ସୈରାତରୁ ବାଲି ବୋଝେଇ କରି ଆସୁଥିବା ବେଳେ ପୁଲିସ କର୍ମଚାରୀମାନେ ଏହାକୁ ଧରିଥିଲେ । ଏନେଇ ଭଣ୍ଡାରିପୋଖରୀ ଥାନା ପକ୍ଷରୁ ୨୩୪/୨୦ରେ ମାମଲା ରୁଜୁ ହୋଇଥିବାବେଳେ ବେଆଇନ ବାଲି ଚାଲାଣ କରୁଥିବା ଅଭିଯୋଗରେ ଚାଳକ ଗିରଫ ହୋଇଥିବା ଜଣାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ