ମନୋରଞ୍ଜନ ମହାପାତ୍ର ଓ.ଏସ୍‌.ଆର.ଟି.ସି.ର ଅର୍ଥ ପରମର୍ଶଦାତା

ଭୁବନେଶ୍ୱର,(ୱାଇଏନ୍ଏସ୍): ରାଜ୍ୟ ଅର୍ଥ ସେବାର ବରିଷ୍ଠ ଅଧିକାରୀ ତଥା ପୂର୍ତ୍ତ ବିଭାଗର ଅର୍ଥ ପରାମର୍ଶଦାତା ମନୋରଞ୍ଜନ ମହାପାତ୍ର ଓଡ଼ିଶା ସଡ଼କ ପରିବହନ ନିଗମର ଅର୍ଥ ପରାମର୍ଶଦାତା ଭାବେ ଅବସ୍ଥାପିତ ହୋଇଛନ୍ତି । ଶ୍ରୀ ମହାପାତ୍ର ପୂର୍ତ୍ତ ବିଭାଗର ଅର୍ଥ ପରାମର୍ଶଦାତା ଭାବେ ଗତ ୧୦ ବର୍ଷ ଧରି ଦକ୍ଷତାର ସହ କାର୍ଯ୍ୟ ସମ୍ପାଦନ କରିଥିଲେ । ମଙ୍ଗଳବାର ସେ ନିଜର ନୂତନ ଦାୟିତ୍ୱରେ ଯୋଗ ଦେବା ବେଳେ କାର୍ଯ୍ୟାଳୟ କର୍ମଚାରୀମାନେ ତାଙ୍କୁ ସ୍ୱାଗତ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ