ମନୋହରି ଗୋଲ୍ଡ ନିଲାମ : କେଜିକୁ ୫୦,୦୦୦ ଟଙ୍କା

କେଜିକୁ ୫୦,୦୦୦ଟଙ୍କାୟ ଶୁଣିଲେ ଆଶ୍ଚର୍ଯ୍ୟ ଲାଗୁଛି, ହେଲେ କଥାଟି ସତ । ଆସାମର ମନୋହରି ଗୋଲ୍ଡ ‘ଦାମ ଏବେ ପୂରା ଆକାଶ ଛୁଇଁଛି । ଏହି ର ଦାମ୍ ଗତବର୍ଷ ଥିଲା ୩୯,୦୦୦ ଟଙ୍କା । ଅରୁଣାଚଳ ପ୍ରଦେଶର ଡୋନି ପୋଲୋ ଟି ଇଷ୍ଟେଟ୍ର ଗୋଲ୍ଡେନ ନିଡିଲ ଭେରାଇଟି ର ଦାମ୍ ଯାହା କେଜିକୁ ୪୦,୦୦୦ ଟଙ୍କାରେ ବିକ୍ରି ହୋଇଥିଲା ତାହାକୁ ମନୋହରି ଗୋଲ୍ଡ ଟପିଯାଇଛି । ଗୁଆହାଟୀ ନିଲାମ କେନ୍ଦ୍ରରେ ଏହିି କୁ ସର୍ବସାଧାରଣରେ ନିଲାମ କରାଯାଇଛି । ସବୁଠାରୁ ଅଧିକ ଦାମ୍ରେ ଏହି ବିକ୍ରି ହୋଇଛି ବୋଲି କୁହାଯାଉଛି । ଆସାମ ଦିବ୍ରୁଗଡର ମନୋହରି ଟି ଇଷ୍ଟେଟ ପକ୍ଷରୁ କୁହାଯାଇଛି, ଏହି କିସମର ମାତ୍ର ୫ କେଜି ଉତ୍ପାଦନ କରାଯାଇଛି । ପାଗ ଅନୁକୂଳ ନରହିବାରୁ କମ୍ ଉତ୍ପାଦନ ହୋଇଛି । ସୌରଭ ଟି ଟ୍ରେଡର୍ସର ମନଜିଲାଲ ମାହେଶ୍ୱରୀ ଏହି ·’କୁ କିଣିଛନ୍ତି । ସେ ମଧ୍ୟ ୨୦୧୮ରେ ଏହି ରୁ ଦୁଇ କେଜି କିଣିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ