ମସଜିଦ ରୁ ମୋଟର ଚୋରି ; ଥାନାରେ ଏତଲା

ଦିଗପହଣ୍ଡି,(ଓ୍ବାଇଏନ୍ଏସ୍): ଦିଗପହଣ୍ଡି ଥାନା ଲଙ୍ଗଳଦେଇ ଗ୍ରାମର ମସଜିଦ ପରିସରରୁ ପାଣି ମୋଟର କୁ କେହି ଚୋରି କରିଥିବା ଅଭିଯୋଗ ହୋଇଛି।ମସଜିଦ ପରିଚାଳନା କମିଟି କାର୍ଯ୍ୟକର୍ତ୍ତା ଶେଖ ସାବିର ଙ୍କ ଏତଲା କ୍ରମେ ଦିଗପହଣ୍ଡି ଥାନା ରେ ମାମଲା ନଂ.୨୦୮/୨୦ ଦଫା -୩୮୦/ ୪୫୭ ଆଇ ପି ସି ଅନୁଯାୟୀ ମକଦ୍ଦମା ରୁଜୁ କରାଯାଇଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ