ମୁଖ୍ୟ ଶାସନ ସଚିବ ହେଲେ ଅସୀତ ତ୍ରିପାଠୀ

ଭୁବନେଶ୍ୱର (ଯୁଗାବ୍ଦ ନ୍ୟୁଜ ) ରାଜ୍ୟ ପ୍ରଶାସନରେ ଦ୍ଦେଖିବାକୁ ମିଳିଛି ଭିନ୍ନ ଏକଚିତ୍ର । ରାଜ୍ୟର ୩ଜଣ ଟପ ବ୍ୟୁରୋକ୍ରାଟ ନୂତନ କରି ସେମାନଙ୍କର ପଦରେ ଆଜି ଅବସ୍ଥାନ ହୋଇଛନ୍ତି । ଆଜି ମୁଖ୍ୟ ଶାସନ ସଚିବ ଭାବେ ୧୯୮୬ ବ୍ୟାଟର ଆଇଏସ ଅଫିସର ଅସିତ କୁମାର ତ୍ରିପାଠୀ ମଖ୍ୟ ଶାସନସଚିବ ଭାବେ ଦାୟିତ୍ୱ ଗ୍ରହଣ କରିଥିବାବେଳେ ଉନ୍ନୟନ କମିଶନର ହୋଇଛନ୍ତି ବରିଷ୍ଠ ଆଇଏସ ଅଧିକାରୀ ସୁରେଶ ମହାପାତ୍ର । ଏବଂ ରାଜ୍ୟର ମୁଖ୍ୟ ନିର୍ବାଚନ କମିଶନର ଭବେ ଆଦିତ୍ୟ ପାଢୀ ଦାୟିତ୍ୱ ନେଇଛନ୍ତି । ୪୩ତମ ମୁଖ୍ୟ ଶାସନ ସଚିବ ଭାବେ ଦାୟିତ୍ୱ ଗ୍ରହଣ କରିସାରିବା ପରେ ଅସିତ ତ୍ରୀପାଠୀ କହିଛନ୍ତି । ସରକାର ୫-ଟି ଢାଞ୍ଚରେ ଚାଲିବ ବୋଲି ସେ ଗଣ ମାଧ୍ୟମରେ ସୂଚନା ଦେଇଛନିତ୍ତି ଚ । ଭୁବନେଶ୍ୱର (ଯୁଗାବ୍ଦ ନ୍ୟୁଜ ) ରାଜ୍ୟ ପ୍ରଶାସନରେ ଦ୍ଦେଖିବାକୁ ମିଳ୍ଛି ଭିନ୍ନ ଏକଚିତ୍ର । ରାଜ୍ୟର ୩ଜଣ ଟପ ବ୍ୟୁରୋକ୍ରାଟ ନୂତନ କରି ସେମାନଙ୍କର ପଦରେ ଅବସ୍ଥାନ ହୋଇଛନ୍ତି । ଆଜି ମୁଖ୍ୟ ଶାସନ ସଚିବ ଭାବେ ୧୯୮୬ ବ୍ୟାଟର ଆଇଏସ ଅଫିସର ଅସିତ କୁମାର ତ୍ରିପାଠୀ ମଖ୍ୟ ଶାସନସଚିବ ଭାବେ ଦାୟିତ୍ୱ ଗ୍ରହଣ କରିଥିବାବେଳେ ଉନ୍ନୟନ କମିଶନର ହୋଇଛନ୍ତି ବରିଷ୍ଠ ଆଇଏସ ଅଧିକାରୀ ସୁରେଶ ମହାପାତ୍ର । ଏବଂ ରାଜ୍ୟର ମୁଖ୍ୟ ନିର୍ବାଚନ କମିଶନର ଭବେ ଆଦିତ୍ୟ ପାଢୀ ଦାୟିତ୍ୱ ନେଇଛନ୍ତି । ୪୩ତମ ମୁଖ୍ୟ ଶାସନ ସଚିବ ଭାବେ ଦାୟିତ୍ୱ ଗ୍ରହଣ କରିସାରିବା ପରେ ଅସିତ ତ୍ରୀପାଠୀ କହିଛନ୍ତି । ସରକାର ୫-ଟି ଢାଞ୍ଚରେ ଚାଲିବ ବୋଲି ସେ ଗଣ ମାଧ୍ୟମରେ ସୂଚନା ଦେଇଛନିତ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ