ମୃଦ୍ୟୁ ପାନୀୟର କଡ଼ା ପ୍ରଭାବ

ମୃଦ୍ୟୁ ପାନୀୟ ପିଇବାକୁ ସମସ୍ତେ ଭଲ ପାଆନ୍ତି । କିନ୍ତୁ ଜାଣିଛନ୍ତି କି, ମୃଦ୍ୟୁ ପାନୀୟ ପିଇବା ଦ୍ୱାରା ସ୍ମୃତି ଶକ୍ତି ଉପରେ ପ୍ରଭାବ ପକାଇଥାଏ । ଏହା ଶରୀର ପାଇଁ କ୍ଷତିକାରକ ହୋଇଥାଏ । ଏଭଳି ଏକ ସାଂଘାତିକ ତଥ୍ୟ ଗବେଷଣାରୁ ଜଣାପଡ଼ିଛି । ସର୍ଭେରୁ ଜଣାପଡ଼ିଛି, ମିଠାପାନୀୟ ପିଇଲେ ଷ୍ଟ୍ରୋକ ଓ ମାନସିକ ବିକୃତି ହେବାର ଆଶଙ୍କା ରହିଛି ।
ଗବେଷଣା ପରେ ଅଲଜାଇମର୍ସ ଓ ଡେମନଟିଆ ନାମକ ଦୁଇଟି ପୁସ୍ତକ ପ୍ରକାଶିତ କରାଯାଇଛି । ପୁସ୍ତକରେ ଲେଖାଯାଇଛି, ମିଠା ପାନୀୟ ପିଉଥିବା ବ୍ୟକ୍ତିଙ୍କ କ୍ଷେତ୍ରରେ ସ୍ମୃତିଶକ୍ତି କମ୍ ହେବା ସହ ମାନସିକ ବିକୃତି ଦେଖାଯାଇଥାଏ । ମସ୍ତିଷ୍କରେ ହିପୋକୋମ୍ପସ ଛୋଟ ହୋଇଯାଇଥାଏ । ହିପୋକୋମ୍ପସ ମସ୍ତିଷ୍କର ଏକ ଅଂଶ, ଯାହା ଶୁଣିବା ଓ ମନେରଖିବାରେ ସାହାଯ୍ୟ କରିଥାଏ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ