ମୋହନା ରେ ପ୍ରତିବାଦ ସଭା

(ଯୁଗାବ୍ଦ ନ୍ୟୁଜ) : ମୋହନା ଗଜପତି ଜିଲ୍ଲା ମୋହନା ସାମ୍ବାଦିକ ତରଫରୁ ଆଜି ସାଂସଦ ଅନୁଭବ ମହାନ୍ତି ଙ୍କ ବୀର୍ଦ୍ଧରେ ସାମ୍ବାଦିକ ଙ୍କୁ ର୍ଦୁବ୍ୟବହାର କରିଥିବା ପ୍ରତି ବାଦରେ ମୋହନା ତହସିଲି କାର୍ଯ୍ୟାଳୟ ରେ ରାଜ୍ୟପାଳ ଙ୍କୁ ଦାବିପତ୍ର ପ୍ରଦାନ କରାଗଲା ଘଟଣାରୁ ପ୍ରକାଶ ଗତ ମଙ୍ଗଳବାର ସନ୍ଧ୍ୟାରେ ତୁଳସୀ କ୍ଷେତ୍ରାଧିପତି ଶ୍ରୀବଳଦେବଜୀଊ ଙ୍କ ମନ୍ଦିର ଓ ତାହାର ପାରିପାଶ୍ୱିର୍କ ଉନ୍ନୟନ ନିମନ୍ତେ ମୁଖ୍ୟମନ୍ତ୍ରୀଙ୍କ ସହିତ ଜିଲ୍ଲା ପ୍ରଶାସନ ଓ ଜିଲ୍ଲାର ସମସ୍ତ ବିଧାୟକ ଏବଂ ସାଂସଦଙ୍କ ସହିତ ଭିଡିଓକନଫରେନ୍ସ ମାଧ୍ୟମରେ ଆଲୋଚନା କରି ସାଢେ ୮କୋଟି ଟଙ୍କାର ଆର୍ଥିକ ଅନୁଦାନ ଘୋଷଣା ସମ୍ପର୍କରେ ଗଣମାଧ୍ୟମ ପ୍ରତିନିଧିମାନେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଉପସ୍ଥିତ ରହି ଭିଡିଓକନଫରେନ୍ସ ଶେଷହେବା ପରେ ଜିଲ୍ଲାପାଳ,ବିଧାୟକ ଏବଂ ସାଂସଦଙ୍କ ଠାରୁ ମତାମତ ନେଇଥିଲେ । ଗଣମାଧ୍ୟମ ପ୍ରତିନିଧିଙ୍କୁ ଟାଣି ନେଇ କ୍ୟାମେରା ସମ୍ମୁଖରେ ମୁହଁ ଦେଖାଇ ଲାଞ୍ଛିତ ଓ ଅପମାନିତ ଭାଷାରେ ଆକ୍ଷେପ କରିଥିଲେ । ଏହାଛଡା ତାଙ୍କ ସମର୍ଥକମାନଙ୍କ ଦ୍ୱାରା ତାଳିମରାଇବା ସହ ଅପମାନ ଜନକ ମନ୍ତବ୍ୟ ଦେଇଥିଲେ । ଏହାପରେ ଘରୋଇ ଗଣମାଧ୍ୟମ ର ପ୍ରତିନିଧି ଶ୍ରୀ ସ୍ୱାଇଁଙ୍କୁ ଭର୍ତ୍ସନା କରିବା ସହ ତାଙ୍କ ସମ୍ମାନ ହାନୀ କରିବା ଓ ଶ୍ରୀ ସ୍ୱାଇଁଙ୍କ ସମେତ ତାଙ୍କ କ୍ୟାମେରା ମ୍ୟାନକୁ ଧକ୍କାମାରିଥିଲେ ବୋଲି ଶ୍ରୀ ସ୍ୱାଇଁକଇଥିଲେ ଏଇ ଅବସରରେ ମିହିରଜତି. ବାବୁଲାସେଠି.ପଞ୍ଚାନନଦାଶ.ଅଂଶୁମାନପଣ୍ଡା.ସୁଷୁମତ୍ରିପାଠୀ.ସୂଅୟନଛିଞ୍ଚଣି.ବିମଳମଲିକ.ସୁଵିତକୁମାର ନାୟକ ପିଣ୍ଟୁ ପ୍ରଧାନ ଉପସ୍ଥିତ ରଇ ତସିଲି କାର୍ଯ୍ୟାଳୟ ରେ ଦାବି ପତ୍ର ପଦାନ କରାଗଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ