ରାଜ୍ୟ ସଭା ପଦରୁ ଇସ୍ତଫାଦେଲେ ପ୍ରତାପ ଦେବ

ଭୂବନେଶ୍ୱର ,(ଯୁଗାବ୍ଦ ନ୍ୟୁଜ୍) : ଆଳି ଆସନରୁ ଚଳିତ ଲୋକସଭା ନିର୍ବାଚନରେ ବିଜୟ ଲାଭ କରିଥିବା ପ୍ରତାପ ଦେବ ସୋମବାର ରାଜ୍ୟ ସଭା ପଦରୁ ଇସ୍ତଫା ଦେଇଛନ୍ତି । ପୂର୍ବରୁ ସୋମ୍ୟରଞ୍ଜନ ପଟ୍ଟନାୟକ ଅନୁଭବ ମହାନ୍ତି ଅଚ୍ୟୁତ ସାମନ୍ତ ଲୋକସଭା ସାଂସଦ ଭାବେ ନିର୍ବାଚିତ ହେବା ପରେ ପୂର୍ବରୁ ରାଜ୍ୟସଭାରୁ ଇସ୍ତଫା ଦେଇଥିଲେ । ଆଜି ପ୍ରତାପ ଦେବ ରାଜ୍ୟ ସଭା ପଦରୁ ଇସ୍ତଫା ଦେଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ