ରୋଶନ ନାୟକ  ରାଇକିଆ ବ୍ଲକ ଛାତ୍ର ବିଜେଡ଼ି ସଭାପତି

ରାଇକିଆ,(ଓ୍ବାଇଏନ୍ଏସ୍): କଂଧମାଳ ଜିଲ୍ଲା ରାଇକିଆ ବ୍ଲକ ର ଛାତ୍ର ବିଜେଡ଼ି ସଭାପତି ଭାବେ ରୋସନ୍ ନାୟକ ଙ୍କୁ ମନୋନୀତ କରାଯାଇଛି । ବ୍ଲକ ବିଜେଡ଼ି ସଭାପତି ରାଜମୋହନ ଦିଗାଲ ଉପସ୍ଥିତ ରେ ରୋସନ ଙ୍କୁ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି । ଗତ କିଛି ବର୍ଷ ଧରି ସେ ଶୃଙ୍ଖଳା ର ସହ ବିଭିନ୍ନ  ଦଳୀୟ କାର୍ଯ୍ୟ ତୁଲାଇ ଆସୁଥିଲେ । ଦଳ ତାଙ୍କ ଉପରେ ବିଶ୍ୱାସ ପ୍ରକଟ କରି ଏହି ଦାୟିତ୍ବ ଦେଇଥିବାରୁ ସେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କୁ କୃତଜ୍ଞତା ଜଣାଇଛନ୍ତି ।
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ