ଲଦାଖରେ ଭୂମିକମ୍ପ

କାର୍ଗିଲ୍: ଲଦାଖର କାର୍ଗିଲ୍‌ଠାରେ ଗୁରୁବାର ଅପରାହ୍ନରେ ଭୂମିକମ୍ପ ଅନୁଭୂତ ହୋଇଛି। ରିକ୍ଟର ସ୍କେଲ୍‌ରେ ଏହାର ତୀବ୍ରତା ଥିଲା ୪.୫। ରିପୋର୍ଟରୁ ଜାଣିବାକୁ ମିଳିଛି ଯେ ଭୂକମ୍ପର କେନ୍ଦ୍ର କାର୍ଗିଲ୍‌, ଲଦାଖ, ଉତ୍ତର-ଉତ୍ତରପଶ୍ଚିମ ଭାରତରୁ ୧୧୯ କିଲୋମିଟର ଦୂରରେ ଥିଲା। ଅପରାହ୍ନ ୧.୧୧ ସମୟରେ ହୋଇଥିଲା।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ