ଶାଳଣିଆଁରେ ଆସପେୟାର ପକ୍ଷରୁ ବିଶ୍ୱ ପରିବେଶ ଦିବସ ପାଳିତ

ହାଟଡିହି, (ବିକାଶ ବିଶ୍ୱାଳ) :-ହାଟଡିହି ବ୍ଲକ ଶାଳଣିଆଁ ଠାରେ ଆସପେୟାର ପକ୍ଷରୁ ବିଶ୍ୱ ପରିବେଶ ଦିବସ ପାଳିତ ହୋଇଯାଇଛି । ଏହି ଅବସରରେ ଆସପେୟାର ପକ୍ଷରୁ ୧୦୦ଟି ବଉଳ, ଲିମ୍ବ, କୃଷ୍ଣଚୁଡା ଆଦି ଚାରା ବଣ୍ଟନ କରାଯିବା ସହ ବିଭିନ୍ନ ସ୍ଥାନରେ ଚାରା ରୋପଣ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ବିଭିନ୍ନ ସ୍କୁଲର ଛାତ୍ରଛାତ୍ରୀ, ଆସପେୟାର କର୍ମକତ୍ତା ମାନେ ଯୋଗଦେଇ ବିଶ୍ୱ ପରିବେଶ ଦିବସର ବାର୍ତ୍ତା ଦେଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ