ଶାଶ୍ୱତ ପଣ୍ଡା ହୁମ୍ମା ସରକାରୀ ମେଡିକାଲର ନୂତନ ଡାକ୍ତର

ଗଞ୍ଜାମ, (ବିନୋଦ ପଲାଇ):ଗଞ୍ଜାମ ବ୍ଲକ ଅନ୍ତର୍ଗତ ହୁମ୍ମା ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ରେ ଶାଶ୍ୱତ ପଣ୍ଡା ନୂତନ ଡାକ୍ତର ଭାବେ ଯୋଗଦାନ କରିଛନ୍ତି। ଦୀର୍ଘଦିନ ପରେ ଏହି ପଦବୀ ପୂରଣ ହୋଇଥିବାରୁ ବିଭିନ୍ନ ମହଲରେ ଖୁସିର ଲହରୀ ଖେଳିଯାଇଥିବା ବେଳେ , ସ୍ଥାନୀୟ ସମିତି ସଭ୍ୟ ଧ୍ରୁବ ଚରଣ ପଲେଇ, ପ୍ରଶାନ୍ତ କୁମାର ପରିଡା, ପୂର୍ଣ୍ଣଚନ୍ଦ୍ର ସାହୁ, ଶିଵ, ବିରେନ ସଂ, ତପୁ , ସୁମନ, କାଳିଆ ପ୍ରମୁଖ ଭେଟି ପୁଷ୍ପଗୁଛ ଦେଇ ଶୁଭେଚ୍ଛା ଜଣାଇଛନ୍ତି। ନୂତନ ଭାବେ ଯୋଗଦେଇଥିବା ଡାକ୍ତର ଶାଶ୍ୱତ ଲୋକଙ୍କୁ ସେବା ଦେବା ତାଙ୍କର ପ୍ରାଥମିକତା ହେବ ବୋଲି କହିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ