ଶିକ୍ଷକଙ୍କ ଘରେ ଚୋରି ଅଭିଯୋଗ

(ଯୁଗାବ୍ଦନ୍ୟୁଜ)ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଗ୍ରାମରେ ଗତକାଲି ରାତି ରେ ଜଣେ ଶିକ୍ଷକ ଙ୍କ ଘରେ ଚୋର ମାନେ କଳାକନା ବୁଲାଇଦେଇଛନ୍ତି । ସୂଚନାଥାଉ କି ଗତକାଲି ରାତି ରେ ତିଳତମାନଗର ପ୍ରମୋଦପଣ୍ଡା ଙ୍କ ଘରେ କବାଟ ଭାଙ୍ଗି ଚୋରମାନେ ଘରେ ପଶି ୨ଟି ଆଲମାରୀ ଭାଙ୍ଗି ସେଥିରେ ଥିବା ୮୦ ହଜାର ଟଙ୍କା ଓ ଅନ୍ୟାନ୍ୟ ମୂଲ୍ୟବାନ ସାମଗ୍ରୀ ଚୋରି ହୋଇଥିବା ନେଇ ପ୍ରୋମଦ ପଣ୍ଡା ଅଭିଯୋଗ କରିବା ପରେ ଘଟଣା ସ୍ଥଳେ ପୋଲିସ ପହଞ୍ଚି ଛାନଭିନ କରିବା ସହ ଚୋରକୁ ଅତି ଶ୍ରୀଘ୍ର ଗିରଫ କରିବ ବୋଲି ଦିଗପହଣ୍ଡି ଥାନା ଅଧିକାରୀ କହିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ