ସଟଡାଉନରେ ବନ୍ଦ ରହିବ ମୋ ବସ୍‌

ଭୁବନେଶ୍ବର : ବସ୍ ଯାତ୍ରୀଙ୍କ ପାଇଁ ଦୁଃସମ୍ବାଦ । ଶନି ଓ ରବିବାର ସମ୍ପୂର୍ଣ୍ଣ ସଟ୍‌ଡାଉନ୍‌ ଘୋଷଣା କରାଯାଇଥିବା ବେଳେ ଏହି ସମୟରେ ମୋ ବସ୍‌ ଚଳାଚଳ ବନ୍ଦ ରହିବ । ଜୁନ୍‌ ମାସର ସମସ୍ତ ଶନିବାର ଏବଂ ରବିବାର ବସ୍‌ ଚଳାଚଳ ବନ୍ଦ ରହିବା ନେଇ ସିଆରୟୁଟି ପକ୍ଷରୁ ଘୋଷଣା କରାଯାଇଛି । ପୂର୍ବରୁ ଓଲା, ଉବର ଏବଂ ଅଟୋ ସ୍ବତନ୍ତ୍ର ଅନୁମତିରେ ଚାଲିବା ନେଇ ଘୋଷଣା କରାଯାଇଥିଲା । ଉଲ୍ଲେଖଯୋଗ୍ୟ ଯେ, ଜୁନ୍‌ ମାସରେ ୧୧ ଟି ଜିଲ୍ଲାରେ ସପ୍ତାହକୁ ଦୁଇଦିନ ସଟ୍‌ଡାଉନ୍‌ ଘୋଷଣା କରିଛନ୍ତି ସରକାର ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ