ସଦଭାବନା ଦିବସ ଅବସରରେ ଶପଥ ପାଠ କାର୍ଯ୍ୟକ୍ରମ

ଛତ୍ରପୁର, (ଦେବଦତ୍ତ ମହାରଣା) :ଆଜିି ସଦଭାବନା ଦିବସ ଅବସରରେ ଗଞ୍ଜାମ ପୋଲିସ ଜିଲ୍ଲାର ମୁଖ୍ୟାଳୟରେ ଗଞ୍ଜାମ ଏସପି ବ୍ରିଜେଶ କୁମାର ରାୟ ଉପସ୍ଥିତ ପୋଲିସ ଥିବା କର୍ମଚାରୀମାନଙ୍କୁ ଶପଥ ପାଠ କରାଇବା ସହ ଆଜିର ଦିବସ ଉପରେ ଆଲୋକପାତ କରିଥିଲେ । ଏଥିରେ ଅତିରିକ୍ତ ଏସପି ଠାକୁର ପ୍ରସାଦ ପାତ୍ର, ବିଜୟ କୁମାର ମଲ୍ଲିକ, ପି.କେ ଦଳାଇ ଓ ରମେଶ ଚନ୍ଦ୍ର ସେଠୀ, ଡିଏସପି ଏସ.ଏସ. ମହାପାତ୍ର, ଏସ.ପ୍ରଧାନ ଓ ଅଜୟ କୁମାର ମିଶ୍ର, ଆସିଷ୍ଟାଣ୍ଡ କମାଣ୍ଡେଣ୍ଟ ମାନସ ରଂଜନ ମହାନ୍ତି, ସର୍ଜେଣ୍ଟ ସଂଜୟ କୁମାର ବାରିକ, ଏ.ରାବଣା ରାଓ, ଗୈାରୀ ଶଙ୍କର ବିଷୋୟୀଙ୍କ ସମେତ ପୋଲିସ କର୍ମଚାରୀ ମାନେ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ