ସାମ୍ବାଦିକା ଙ୍କୁ ଦୁର୍ବ୍ୟବହାର ଘଟଣାକୁ ଦୃଢ ନିନ୍ଦା କଲା ବ୍ରହ୍ମପୁର ସାମ୍ବାଦିକ ସଂଘ
ବ୍ରହ୍ମପୁର, (ଯୁଗାଦ୍ଦନ୍ୟୁଜ)-ଭୂବନେଶ୍ୱର ରେ ଥିବା ଏକ ବେସରକାରୀ ସପିଂ ମଲ୍ ବେଆଇନ ଭାବେ ପାର୍କିଂ ଫି ଆଦାୟ ହେଉଥିବାକୁ ନେଇ ଖବର ସଂଗ୍ରହ କରିବାକୁ ଯାଇଥିବାବେଳେ ସାମ୍ବାଦିକା ଙ୍କୁ ଦୁର୍ବ୍ୟବହାର ଏବଂ ଆକ୍ରମଣ ଘଟଣାକୁ ବ୍ରହ୍ମପୁର ସାମ୍ବାଦିକ ସଂଘ ପକ୍ଷରୁ ନିନ୍ଦା କରାଯିବା ସହ ଦୋଶୀ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଦାବୀ କରିଛନ୍ତି ସାମ୍ବାଦିକମାନେ ।


