ସୋହମ ପକ୍ଷରୁ ବୃକ୍ଷରୋପଣ କାର୍ଯ୍ୟକ୍ରମ

କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ) :-କେନ୍ଦ୍ରାପଡା ଜିଲ୍ଲାର ପଟ୍ଟାମୁଣ୍ଡାଇର ଅଗ୍ରଣୀ ସାରସ୍ୱତ ସଂଗଠନ ସୋହମ ପକ୍ଷରୁ କଟକ-ଚାନ୍ଦବାଲି ରାସ୍ତା ପାଶ୍ୱର୍ରେ ବିଭିନ୍ନ ବୃକ୍ଷର ଚାରାରୋପଣ କରାଯାଇଛି । ପରିବେଶବିତ ତଥା କବି ଡଃ. ମନୋରଞ୍ଜନ ଦାଶଙ୍କ ନେତୃତ୍ୱରେ ଅଶ୍ୱଥ ଓ ବର ଆଦି ବୃକ୍ଷର ଚାରାରୋପଣ କରାଯାଇଥିଲା । ଏହି କାର୍ଯ୍ୟକ୍ରମ ରେ କୃଷି ବିଶେଷଜ୍ଞ ଅଂଶୁମାନ ମିଶ୍ର, ଗାୟତ୍ରୀ ଦାଶ, ପୁଷ୍ପାଞ୍ଜଳୀ କର, ବିଶ୍ୱରଞ୍ଜନ ଦାଶ, ପ୍ରାଞ୍ଜୀବନ ଦାଶ, ପାଶୁନ ଦାଶ ପ୍ରମୁଖ ଯୋଗଦେଇ ଚାରାରୋପଣ କାର୍ଯ୍ୟରେ ସହଯୋଗ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ