ସ୍ୱାଭିମାନ ଅଂଚଳରେ bsf ଓ ସରକାର ଙ୍କ ଦ୍ୱାରା ମାଗଣା କମ୍ପ୍ୟୁଟର ଶିକ୍ଷା ଦାନ
ଚିତ୍ରକୋଣ୍ଡା, (ବିମଳ କିଶୋରେ ମିଶ୍ର):ଚିତ୍ରକୋଣ୍ଡା ବ୍ଲକ ସ୍ୱାଭିମାନ ଅଞ୍ଚଳରେ ଶିକ୍ଷା କ୍ଷେତ୍ରରେ ଉର୍ଣ୍ଣତୀ ପାଇଁ ସରକାର ଙ୍କର ବଡ ପଦକ୍ଷେପ ପାପରମେଟଲା ପଞ୍ଚାୟତ ଅନ୍ତର୍ଗତ ଯନ୍ତାପାଇ bsf କେମ୍ପରେ ଛାତ୍ରଛାତ୍ରୀ ମାନଂକ ନିମନ୍ତେ ମାଗଣାରେ କମ୍ପୁଟର ଶିକ୍ଷା ପ୍ରଦାନ ନିମନ୍ତେ ଶୁଭ ଆରମ୍ଭ କରାଯାଇ ଅଛି।ଏହାକୁ ଶୁଭ ଉଦ୍ଧଘାଟନ କରିଛନ୍ତି ମାଲକାନଗିରି ଜିଲ୍ଲାପାଳ ବିଶାଳ ସିଂ।ଛାତ୍ରଛାତ୍ରୀ ଙ୍କୁ ଭବିଷ୍ୟତ ରେ କମ୍ପୁଟର ପରି ଗୁଣାତ୍ମକ ଶିକ୍ଷା ପଦାନକଲେ ଭବିଷ୍ୟତ ରେ ଛାତ୍ରଛାତ୍ରୀ ସହାୟତା ମିଳିବ।


