ହାର୍ଡକୋର ମହିଳା ମାଓବାଦୀ ରାମେ ମାଡକାମୀ କୋରାପୁଟ ଏସପି ଙ୍କ ନିକଟରେ କରିଲେ ଆତ୍ମସମର୍ପଣ

କୋରାପୁଟ,(ୱାଇଏନ୍ଏସ୍): କୋରାପୁଟ ପୋଲିସ କୁ ମିଲିଛି ବଡ଼ ସଫଳତା ହାର୍ଡକୋର ମହିଳା ମାଓବାଦୀ ରାମେ ମାଡକାମୀ କୋରାପୁଟ ଏସପି ଙ୍କ ନିକଟରେ କରିଲେ ଆତ୍ମସମର୍ପଣ ।ସେ ଆର କେ କ୍ଟ୍ରକ୍ସକ୍ଟଗ୍ଧବମଗ୍ଧସକ୍ଟଦ୍ଭ ୟୁନିଟ ର ବମଜ୍ଞ ଭାବେ କାର‌୍ୟ୍ୟ କରୁଥିଲେ।ସେ କୋରାପୁଟ ଓ ମାଲକାନଗିରି ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ଲିପ୍ତ ଥିଲେ। ଓଡିଶା ସରକାରଙ୍କ ତରଫରୁ ରାମେ ମାଡକାମୀ ଙ୍କ ନାମ ରେ ୪ ଲକ୍ଷ ଟଙ୍କା ଜୀବିତ ବା ମୃତ୍ୟୁ ରେ ଧରିଲେ ।କୋରାପୁଟ ଓ ମାଲକାନଗିରି ବିଭିନ୍ନ ଥାନାରେ ୧୦ ରୁ ଅଧିକ ମାଓ କାର‌୍ୟ୍ୟରେ ଲିପ୍ତ ମାମଲା ଥିଲା।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ