ହ୍ୱାଟ୍ସ୍ଆପ୍କୁ ସୁରକ୍ଷିତ ରଖିବାର ଉପାୟ
ନୂଆଦିଲ୍ଲୀ: ବର୍ତ୍ତମାନ ସମୟରେ ସୋସିଆଲ ମିଡ଼ିଆର ବ୍ୟବହାର ବହୁଳ ମାତ୍ରାରେ ·ଲିଛି । ସେଥିମଧ୍ୟରୁ ହ୍ୱାଟ୍ସ୍ଆପ୍ର ବ୍ୟବହାର ଅଧିକ ମାତ୍ରାରେ ·ଲିଛି । ସବୁ ବର୍ଗର ଲୋକ ହ୍ୱାଟ୍ସ୍ଆପ୍ର ବ୍ୟବହାର କରିଥାନ୍ତି । ପରସ୍ପର ସହ ଯୋଗାଯୋଗ ପାଇଁ ହ୍ୱାଟ୍ସ୍ଆପ୍ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଛି । ବେଳେବେଳେ ହ୍ୱାଟ୍ସ୍ଆପ୍ରେ ଆସୁଥିବା ଫଟୋ ଓ ମେସେଜ ସ୍ମାର୍ଟ ଫୋନର ଷ୍ଟୋରେଜରେ ଫୁଲ ହୋଇଯାଇଥାଏ । ଯାହାଫଳରେ ସ୍ମାର୍ଟଫୋନ ହ୍ୟାଙ୍ଗ ମଧ୍ୟ ହୋଇଥାଏ । ସ୍ମାର୍ଟ ଫୋନରେ ଥିବା ହ୍ୱାଟ୍ସ୍ଆପ୍ କାମ କରି ନଥାଏ । ଏଥିଲାଗି ହ୍ୱାଟ୍ସ୍ଆପ୍ ସେଟିଂରେ କିଛି ବଦଳାଇବା ଲାଗି ପଡ଼ିଥାଏ । ତେଣୁ ହ୍ୱାଟ୍ସ୍ଆପ୍ ସେଟିଂ ବଦଳାଇବା ଜାଣନ୍ତୁ
ପ୍ରଥମେ ହ୍ୱାଟସ୍ଆପ୍କୁ ଓପନ କରି ଥ୍ରୀ ଡଟ୍ ଉପରେ କ୍ଲିକ୍ କରନ୍ତୁ । ଥ୍ରୀ ଡଟ୍ ଉପରେ କ୍ଲିକ୍ କରିବା ପରେ ସେଟିଙ୍ଗ୍ସ ଉପରେ ଟ୍ୟାପ୍ କରନ୍ତୁ । ପୁଣି ·ଟ୍ସ ଉପରେ କ୍ଲିକ୍ କରି ମିଡ଼ିଆ ଭିଜିବିଲିଟି ଉପରେ ଟ୍ୟାପ କରନ୍ତୁ । ଏହାପରେ ସାଙ୍ଗସାଥୀ ପଠାଉଥିବା ଭିଡିଓ ଓ ଫଟୋ ଆପଣ ନ ·ହିଁଲେ ଡାଉନଲୋଡ ହେବ ନାହିଁ । ନିଜ ସମ୍ପର୍କୀୟ ପଠାଇଥିବା ଫଟୋ ଓ ଭିଡିଓ ଦେଖିବା ଲାଗି ହେଲେ ସେଗୁଡିକ ଡାଉନ ଲୋଡ କରିବା ଲାଗି ପଡ଼ିବ । ଏହାଭଳି ସେଟିଂ କରିବା ଦ୍ୱାରା ଆପଣଙ୍କ ସ୍ମାର୍ଟ ଫୋନର ଷ୍ଟୋରେଜ ଫୁଲ ହେବ ନାହିଁ ।
ହ୍ୱାଟସଆପ୍ରେ ଯଦି କେବଳ ଜଣେ ୟୁଜର୍ସଙ୍କ ପାଇଁ ସେଟିଂ କରିବକୁ ·ହୁଁଥିଲେ ସେଟିଂକୁ ଯାଇ ଡିଜେବୁଲଡ୍ କରିପାରିବେ । ଆପଣ ଯେଉଁ ·ଟଗୁଡିକକୁ ମିଡିଆ ଭିଜିବିଲିଟି ଅଫ୍ ପାଇଁ ·ହୁଁଥିବେ ତାହା ଉପରକୁ ଯାଅନ୍ତୁ । ଏହାର ଉପର ଡାହାଣ ପାଖରେ ଦିଆଯାଇଥିବା ତିନି ଡଟ୍ସ ଉପରେ ଟ୍ୟାପ କରନ୍ତୁ । ତା’ ପରେ ଭ୍ୟୁ କଣ୍ଟାକ୍ଟ ଓ ମିଡ଼ିଆ ଭିଜିବିଲିଟି ଉପରେ ଟ୍ୟାପ କରନ୍ତୁ । ଏହା ପରେ ଆପଣ ସ୍କ୍ରୀନ ଉପରେ ଝଷକ୍ଟଙ୍ଗ ଦ୍ଭରଙ୍ଗକ୍ଷଚ୍ଚ ୟକ୍ଟଙ୍ଗଦ୍ଭକ୍ଷକ୍ଟବୟରୟ ଜ୍ଞରୟସବ ଲକ୍ସକ୍ଟଜ୍ଞ ଗ୍ଧଷସଗ୍ଦ ମଷବଗ୍ଧ ସଦ୍ଭ ଚ୍ଚକ୍ଟଙ୍କକ୍ସ କ୍ଟ୍ରଷକ୍ଟଦ୍ଭର’ଗ୍ଦ ଶବକ୍ଷକ୍ଷରକ୍ସଚ୍ଚ ଆସିବ । ସେଥିରେ ଦିଆଯାଇଥିବା ଅପ୍ସନ୍ ଘକ୍ଟ ଉପରେ କ୍ଲିକ କରି ଦିଅନ୍ତୁ । ହ୍ୱାଟସଆପ୍ରେ ଏହି ସେଟିଂ କରିବା ଦ୍ୱାରା ସ୍ମାର୍ଟ ଫୋନ ହ୍ୟାଙ୍ଗ ହୋଇନଥାଏ ।


