୧୮ଗୋଟି ପଂଚାୟତକୁ ନେଇଁ ଏକ ଗୁରୁତ୍ତ୍ୱପୂର୍ଣ୍ଣ ବୈଠକ

ଚିତ୍ରକୋଣ୍ଡା, (ବିମଳ କିଶୋରେ ମିଶ୍ର):ମାଲକାନଗିରିଜିଲ୍ଲା ଚିତ୍ରକୋଣ୍ଡାବ୍ଲକ ଅନ୍ତର୍ଗତ18ଗୋଟି ଗ୍ରାମପଂଚାୟତର ଶତାଧିକ ଜନସାଧାରଣ ବଡ଼ପଦର ଗ୍ରାମପଂଚାୟତର ସାଙ୍ଗାମଗୁଡା ଗ୍ରାମ ଠାରେ ଏକ ବୈଠକ କରାଯାଇଥିଲା ଏହି ବୈଠକରେ ଶସ୍ତିରଞ୍ଜନ ସିଅ ରାଷ୍ଟ୍ରକିସାନମଦୁର ସଂଘର ଗଞ୍ଜାମଜିଲ୍ଲାସଭାପତି ହରିବନ୍ଧୁ ଗୋଲରି (ଅନୁସୂଚିତ ଜାତି/ଅନୁସୂଚିତ ଜନଜାତି) ଯୋଏଣ୍ଟଆକ୍ସନକମିଟି ସାଧାରଣ ସମ୍ପାଦକ ମାଲକାନଗିରି ଓ ଘେନୁ ମୁଦୁଲି ଜିଲ୍ଲା ପରଜା ସମାଜରସଭାପତିଙ୍କ ଉପସ୍ଥିତିରେ ବୈଠକଟି ଆରମ୍ଭ କରାଯାଇଥିଲା ଏଥିରେ ୧୮ଗୋଟି ପଂଚାୟତର ଜନସାଧାରଣ ନିଜହକପାଇଁ ଜଙ୍ଗଲଜମି ପଟ୍ଟା ଘରଡ଼ିହପଟ୍ଟା ଓ ଜମିପଟ୍ଟା ଅନେକଲୋକ ପାଇନଥିବା ଏବଂ ଅନେକ ସମସ୍ୟାକୁ ନେଇ ଉକ୍ତ ଶସ୍ତିରଞ୍ଜନ ସିଅ ହରିବନ୍ଧୁ ଗୋଲରି ଓ ଘେନୁ ମୁଦୁଲିଙ୍କୁ ଜଣାଇଥିଲେ ତେଣୁ ଏହିସମସ୍ୟା ଶୁଣି ଶସ୍ତିରଞ୍ଜନସିଅ ଏହା ତହସିଲଦାରଙ୍କୁ ଲିଖିତ ଭାବରେ ଅବଗତ କରିବା ସେଆମ ସମସ୍ୟା ସମାଧାନ କରିବେ ଯଦିସରକାର ଆମ ସମସ୍ୟା ସମାଧାନ ନକରନ୍ତି ତାହେଲେ ଆମେ ଅଞ୍ଚଳବାସି ତହସିଲ ଘେରାଉ କରିବୁ ଏବଂ ରାଜରାସ୍ତାକୁ ଅଲ୍ଲାଇବାକୁ ବାଧ୍ୟହେବୁ ବୋଲି କହିଛନ୍ତି l

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ